ETV Bharat / state

ମାଓ ସମୀକ୍ଷା କଲେ ବିଏସଏଫ ଡିଆଇଜି - ନକ୍ସଲ ମୁକାବିଲା

ଶନିବାର ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳରେ ବିଏସଏଫ ଅପରେସନ ଡ଼ିଆଇଜି ଅର୍ଜୁନ ସିଂ ରାଥୋଡ଼ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିର
author img

By

Published : Aug 31, 2019, 5:39 PM IST

ମାଲକାନଗିରି: ମାଓ ମୁକାବିଲାର ସମୀକ୍ଷା କଲେ ବିଏସଏଫର ବିଏସଏଫ ଅପରେସନ ଡ଼ିଆଇଜି । ଶନିବାର ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳରେ ବିଏସଏଫ ଅପରେସନ ଡ଼ିଆଇଜି ଅର୍ଜୁନ ସିଂ ରାଥୋଡ଼ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ଭୁବନେଶ୍ବରରୁ ହେଲିକପ୍ଟର ଯୋଗେ ଚିତ୍ରକୋଣ୍ଡା ସ୍ଥିତ ୮ନଂ ବିଏସଏଫ କ୍ୟାମ୍ପରେ ପହଞ୍ଚିଥିଲେ କରିଥିଲେ ଅର୍ଜୁନ ସିଂ ରାଥୋଡ଼ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିର

ଏହାପରେ ସେ ଆଗାମୀ ଦିନରେ ନକ୍ସଲ ମୁକାବିଲା କରିବାକୁ ରଣନୀତି ପ୍ରସ୍ତୁତ କରିବା ସହ ମାଓବାଦୀ ଗତିବିଧି ନେଇ ବିଏସଏଫର ସମସ୍ତ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ। ଏହି ସମୀକ୍ଷାରେ ମାଲକାନଗିରି ବିଏସଏଫ ଡ଼ିଆଇଜି ସତବିନ୍ଦର ପାଲ ସିଂ ଓ 4 ଜଣ ବାଟାଲିୟନ ଅଧିକାରୀ ଯୋଗ ଦେଇଥିଲେ।

ଏଥିସହ ୯ନଂ ବାଟାଲିୟନର ଆର.ଏସ.ମିଞ୍ଜ, ୧୫ନଂ କମ୍ପାନୀର ବି.ଶର୍ମା, ୧୬୦ ନଂ କମ୍ପାନିର ଟି.ଆଚାରି ଏବଂ ୮ନଂ କମ୍ପାନୀର ଏ.କେ.ଆରିୟା ଉପସ୍ଥିତ ଥିଲେ।

ଶେଷରେ ଡ଼ିଆଇଜି ବିଛିନ୍ନାଞ୍ଚଳ ସହ MV-79 ଓ ଜିଲ୍ଲାରେ ଥିବା ବିଏସଏଫ କ୍ୟାମ୍ପ ଗୁଡିକ କେତେ ସୁରକ୍ଷିତ ତାହାକୁ ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ଦେଖିଥିଲେ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଓ ମୁକାବିଲାର ସମୀକ୍ଷା କଲେ ବିଏସଏଫର ବରିଷ୍ଠ ଅଧିକାରୀ।
Body:ଆଜି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ର ସ୍ୱାଭିମାନ ଅଂଚଳକୁ ସମୀକ୍ଷା କରିବା ନିମନ୍ତେ ଭୁବନେଶ୍ୱର ରୁ ବିଏସଏଫ ଅପରେସନ ଡ଼ିଆଇଜି ଶ୍ରୀ ଅର୍ଜୁନ ସିଂ ରାଥୋଡ଼ ହେଲିକପ୍ଟର ଯୋଗେ ଚିତ୍ରକୋଣ୍ଡା ସ୍ଥିତ ବିଏସଏଫ କ୍ୟାମ୍ପରେ ଅବତରଣ କରିଥିଲେ। ସେ ଚିତ୍ରକୋଣ୍ଡା ସ୍ଥିତ ୮ନମ୍ବର ବିଏସଏଫ କ୍ୟାମ୍ପରେ ଅବତରଣ କରି ଆଗାମୀ ଦିନରେ ନକ୍ସଲ ମୁକାବିଲା କରିବାକୁ ରଣନୀତି ପ୍ରସ୍ତୁତ କରିଥିଲେ। ମାଓବାଦୀ ଗତିବିଧି ଉପରେ ବିଏସଏଫ ର ସମସ୍ତ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ। ଏହି ସମୀକ୍ଷାରେ ରେ ମାଲକାନଗିରି ବିଏସଏଫ ଡ଼ିଆଇଜି ଶ୍ରୀ ସତବିନ୍ଦର ପାଲ ସିଂ ଓ, ଚାରୋଟି ବାଟାଲିଅନ ଅଧିକାରୀ ଯୋଗ ଦେଇଥିଲେ। ୯ ନମ୍ବର ବାଟାଲିୟନର -ଶ୍ରୀ ଆର. ଏସ.ମିଞ୍ଜ, ୧୫ନମ୍ବର କୋମ୍ପାନି ର-ଶ୍ରୀ ବି.ଶର୍ମା.୧୬୦ ନମ୍ବର କୋମ୍ପାନି ର-ଶ୍ରୀ ଟି.ଆଚାରି ଏବଂ ୮ ନମ୍ବର କୋମ୍ପାନୀର -ଶ୍ରୀ ଏ.କେ.ଆରିୟା ଉପସ୍ଥିତ ଥିଲେ। ପରିଶେଷରେ ବିଛିନ୍ନାଂଚଳ ସହ ଏମ୍ଭି 79 ଓ ଜିଲ୍ଲାରେ ଥିବା ବିଏସଏଫ କେମ୍ପ ଗୁଡିକ କେତେ ସୁରକ୍ଷିତ ତାହାକୁ ହେଲିକେପ୍ଟର ଯୋଗେ ଆକାଶ ମାର୍ଗରୁ ଦେଖିଥିଲେ ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.