ETV Bharat / state

ଗ୍ରାମବାସୀ-ମାଓବାଦୀ ମୁହାଁମୁହିଁ ଘଟଣା: ଅଡିଓ ଟେପ ଜାରି କଲା ଲାଲବାହିନୀ - ସ୍ୱାଭିମାନ ଅଞ୍ଚଳ ଘଟଣାକୁ ନେଇ ଅଡିଓ ଟେପ

ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଜନତା ମାଓବାଦୀ ମୁହାଁମୁହିଁ ଘଟଣାକୁ ନେଇ ଏକ ଅଡିଓ ଟେପ ଜାରି କରାଯାଇଛି । ଆନ୍ଧ୍ର ଓଡିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର ସମ୍ପାଦକ ଗଣେଶ ଏହି ଅଡିଓ ଟେପ ଜାରି କରିଛି । ଅଧିକ ପଢନ୍ତୁ...

audio tape of maoist ganesh
ଅଡିଓ ଟେପ ଜାରି କଲା ଲାଲବାହିନୀ
author img

By

Published : Jan 29, 2020, 8:59 PM IST

Updated : Jan 29, 2020, 9:23 PM IST

ମାଲକାନଗିରି: ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଜନତା-ମାଓବାଦୀ ମୁହାଁମୁହିଁ ଘଟଣାକୁ ନେଇ ଏକ ଅଡିଓ ଟେପ ଜାରି କରିଛି ଲାଲବାହିନୀ । ଆନ୍ଧ୍ର ଓଡିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର ସମ୍ପାଦକ ଗଣେଶ ଏହି ଅଡିଓ ଟେପ ଜାରି କରିଛି ।

ମାଓବାଦୀ ଗଣେଶର ଅଡିଓ ଟେପ୍

ଗତ ଜାନୁଆରୀ 25 ତାରିଖରେ ମାଓବାଦୀ ଓ ସ୍ଥାନୀୟଲୋକଙ୍କ ମଧ୍ୟରେ ଘଟିଥିବା ଘଟଣାକୁ ଅଡିଓ ଟେପ ଜାରି କରି ଖଣ୍ଡନ କରିଛି ମାଓ କମାଣ୍ଡର ଗଣେଶ । ଏହା ଏକ ପୋଲିସର ଚାଲ । ପୋଲିସର କିଛି ଏଜେଣ୍ଟ ଆମ ଦୁଇ ମାଓ କମ୍ରେଡଙ୍କୁ ଆକ୍ରମଣ କରିବା ସହ ଜଣକୁ ହତ୍ୟା କରିଛନ୍ତି । ଏଥିରେ ସାଧାରଣ ଲୋକଙ୍କ ହାତ ନାହିଁ ବୋଲି ମାଓ ନେତା କହିଛି । ପୋଲିସର ଏପରି ଚାଲ ସଫଳ ହେବନି ବୋଲି କହିବା ସହ ବିଛିନ୍ନାଞ୍ଚଳ ଲୋକଙ୍କ 31 ଦଫା ଦାବି ଏଯାଏଁ ସମାଧାନ କରିନାହିଁ ପ୍ରସାଶନ । ପ୍ରଶାସନ ଗାଁରେ ପୋଲିସ ଛାଉଣୀ କରି ଲୋକଙ୍କୁ କେବଳ ଭୟଭୀତ କରୁଛି ବୋଲି ଅଡିଓ ଟେପ ଜାରି କରି କହିଛି ଗଣେଷ ।

ଏପରିକି ଗତ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିଥିବା ବିଛିନ୍ନାଞ୍ଚଳ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ଆଜିଯାଏଁ ହୋଇନାହିଁ । ପାଣି, ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନାଗମନ ଭଳି ମୌଳିକ ସୁବିଧା ପାଇଁ ଲୋକେ ନିଜ ଲଢେଇ ଜାରି ରଖଛନ୍ତି । ଆଉ ଆଗାମି ଦିନରେ ମଧ୍ୟ ଏହି ଲଢେଇ ଜାରି ରଖିବେ ବୋଲି ସରକାରଙ୍କୁ କହିବା ସହ ପୋଲିସ କଥାରେ ଭୟଭୀତ ନହେବା ପାଇଁ ବିଚ୍ଛିନ୍ନାଞ୍ଚଳ ବାସୀଙ୍କୁ ଅଡିଓ ଟେପ ଜାରି କରି ଆହ୍ୱାନ ଦେଇଛି ଆନ୍ଧ୍ର ଓଡିଶା ସ୍ପେଶାଲ ଜୋନାଲ କମିଟିର ସମ୍ପାଦକ କମ୍ରେଡ ଗଣେଶ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଜନତା ମାଓବାଦୀ ଘଟଣାକୁ ନେଇ ଏକ ଅଡିଓ ଟେପ ଜାରି କରିଛନ୍ତି ଆନ୍ଧ୍ର ଓଡିଶା ବୋର୍ଡର ଷ୍ପେସାଲ ଜୋନାଲ କମିଟିର ସମ୍ପାଦକ ଗଣେଶ ।
Body:ଗତ 25ତାରିଖରେ ମାଓବାଦୀ ଓ ସ୍ଥାନୀୟଲୋକଙ୍କ ମଧ୍ୟରେ ଘଟିଥିବା ଘଟଣାକୁ ଖଣ୍ଡନ କରିଛନ୍ତି ମାଓ କମାଣ୍ଡର ଗଣେଶ.... ଏହା ଏକ ପୋଲିସର ଚାଲ... ପୋଲିସର କିଛି ଏଜେଣ୍ଟ ଆମ ଦୁଇଜଣ ମାଓ କମ୍ରେଡ଼ଙ୍କୁ ଆକ୍ରମଣ କରିବା ସହ ଜଣକୁ ହତ୍ୟା କରିଛନ୍ତି... ଏଥିରେ ସାଧାରଣ ଲୋକଙ୍କ ହାତ ନାହିଁ ବୋଲି ମାଓ ନେତା କହିଛନ୍ତି.... ପୋଲିସର ଏପରି ଚାଲ ସଫଳ ହେବନି ବୋଲି କହିବା ସହ ବିଛିନ୍ନାଞ୍ଚଳ ଲୋକଙ୍କ 31 ଦଫା ଦାବି ଏଯାଏଁ ସମାଧାନ କରିନାହାନ୍ତି ପ୍ରସାଶନ... ପ୍ରଶାସନ ଗାଁରେ ପୋଲିସ ଛାଉଣୀ କରି ଲୋକଙ୍କୁ କେବଳ ଭୟବିତ କରୁଛନ୍ତି... ଏପରିକି ଗତ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିଥିବା ବିଛିନ୍ନାଞ୍ଚଳ ବାସୀଙ୍କ ମୌଳିକ ସମସ୍ୟାର ସମାଧାନ କରିନାହାନ୍ତି... ପାଣି, ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନାଗମନ ଭଳି ମୌଳିକ ସୁବିଧା ପାଇଁ ଲୋକେ ଲଢେଇ ନିଜ ଜାରି ରଖଛନ୍ତି ଆଉ ଆଗାମି ଦିନରେ ମଧ୍ୟ ରଖିବେ ବୋଲି ସରକାରଙ୍କୁ କହିବା ସହ ପୋଲିସ କଥାରେ ଭୟଭୀତ ନହେବା ପାଇଁ ବିଚ୍ଛିନ୍ନାଞ୍ଚଳ ବାସୀଙ୍କୁ ଓଡ଼ିଓ ଟେପ ଜାରି କରି ଆହ୍ୱାନ ଦେଇଛନ୍ତି ଆନ୍ଧ୍ର ଓଡିଶା ସ୍ପେସିଆଲ ଜୋନାଲ କମିଟିର ସମ୍ପାଦକ କମ୍ରେଡ଼ ଗଣେଶ ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ......
Last Updated : Jan 29, 2020, 9:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.