ETV Bharat / state

ପୋଲାଭରମ ପ୍ରକଳ୍ପ ବିରୋଧରେ ତେଜିଲା ଆନ୍ଦୋଳନ

ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ର ପ୍ରଦେଶର ଚିନ୍ତୁର ଠାରେ ଓଡିଶା, ଛତିଶଗଡ, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟର ଅଖିଳ ଭାରତ ଆଦିବାସୀ ମହା ସଂଘ ପକ୍ଷରୁ ଏକ ବିରାଟ ଜନ ସମାବେଶ ଅୟୋଜନ ହୋଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ମାଲକାନଗିରି
author img

By

Published : Nov 25, 2019, 6:31 PM IST

ମାଲକାନଗିରି: ଆନ୍ଧ୍ର ପ୍ରଦେଶର ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ପୁଣି ତେଜିଲା ଆନ୍ଦୋଳନ । ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ର ପ୍ରଦେଶର ଚିନ୍ତୁର ଠାରେ ଓଡିଶା, ଛତିଶଗଡ, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟର ଅଖିଳ ଭାରତ ଆଦିବାସୀ ମହା ସଂଘ ପକ୍ଷରୁ ଏକ ବିରାଟ ଜନ ସମାବେଶ ଅୟୋଜନ ହୋଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ମାଲକାନଗିରି

୪ଟି ରାଜ୍ୟର ହଜାର ହଜାର ଆଦିବାସୀ ଏହି ସମାବେଶରେ ଯୋଗଦେଇ ପୋଲାଭରମ ପ୍ରକଳ୍ପକୁ ବିରୋଧ କରିଛନ୍ତି । ପୂର୍ବ ଡିଜାଇନ ଅନୁଯାୟୀ ପୋଲାଭରମ ଡ୍ୟାମ ନିର୍ମାଣ ହେଲେ ଏହି ୪ଟି ରାଜ୍ୟର ଅନେକ ଗାଁ ଜଳମଗ୍ନ ହେବା ସହ ଶହ ଶହ ହେକ୍ଟର ଚାଷ ଜମି ବୁଡିଯିବ । ଏଥିସହ ମାଲକାନଗିରି ଓ ସୁକୁମା ଜିଲ୍ଲାର ସବୁଜ ପରିବେଶ ସବୁଦିନ ଲାଗି ମାନଚିତ୍ରରୁ ଲିଭିଯିବ । ଏହାଛଡା ଉଭୟ ରାଜ୍ୟର କୋୟା ଆଦିବାସୀ ଲୋକେ ନିଜର ଭିଟା ମାଟି ହରାଇବେ । ତେଣୁ ଆଦିବାସୀମାନେ ଏହାକୁ ବିରୋଧ କରୁଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ଆନ୍ଧ୍ର ପ୍ରଦେଶର ପୋଲାଭରମ ପ୍ରକଳ୍ପ କୁ ବିରୋଧ କରି ପୁଣି ତେଜିଲା ଆନ୍ଦୋଳନ । Body:ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ର ପ୍ରଦେଶର ଚିନ୍ତୁର ଠାରେ ଓଡିଶା, ଛତିଶଗଡ, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟର ଅଖିଳ ଭାରତ ଆଦିବାସୀ ମହା ସଂଘ ପକ୍ଷରୁ ଏକ ବିରାଟ ଜନ ସମାବେଶ ଅୟୋଜନ ହୋଇଛି । ୪ ରାଜ୍ୟର ହଜାର ହଜାର ଆଦିବାସୀ ଏହି ସମାବେଶରେ ଯୋଗଦେଇ ପୋଲାଭରମ ପ୍ରକଳ୍ପକୁ ବିରୋଧ କରିଛନ୍ତି । ପୁର୍ବ ଡିଜାଇନ ଅନୁଯାଇ ପୋଲାଭରମ ଡ୍ୟାମ ନିର୍ମାଣ ହେଲେ ଏହି ୪ଟି ରାଜ୍ୟର ଅନେକ ଗାଁ ଜଳମଗ୍ନ ହେବା ସହ ଶହ ଶହ ହେକ୍ଟର ଚାଷ ଜମି ବୁଡି ଯିବ । ମାଲକାନଗିରି ଓ ସୁକୁମା ଜିଲ୍ଲାର ସବୁଜ ପରିବେଶ ସବୁଦିନ ଲାଗି ମାନଚିତ୍ରରୁ ଲିଭିଯିବ । ଉଭୟ ରାଜ୍ୟର କୋୟା ଆଦିବାସି ଲୋକେ ନିଜର ଭିଟା ମାଟି ହରାଇବେ । ତେଣୁ ଆଦିବାସି ମାନେ ଏହାକୁ ବିରୋଧ କରୁଛନ୍ତି ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.......
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.