ETV Bharat / state

ବାଲିମେଳା ଡଙ୍ଗା ବୁଡି ଘଟଣା, ଘଟଣାସ୍ଥଳରେ ପହଞ୍ଚିଲା ପ୍ରଶାସନ - ବାଲିମେଳାରେ ଡଙ୍ଗାବୁଡି

ମାଲକାନଗିରି ବାଲିମେଳା ଜଳଭଣ୍ଡାରରେ ବୁଡିଲା ଯାତ୍ରୀବାହି ଡଙ୍ଗା । ଘଟଣାରେ 3 ଜଣ ନିଖୋଜ ଥିବାବେଳେ ଜଣେ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Sep 15, 2019, 11:40 AM IST

Updated : Sep 15, 2019, 2:12 PM IST

ମାଲକାନଗିରି: ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡି ଘଟଣାସ୍ଥଳରେ ପହଞ୍ଚିଲେ ଫାୟାର ଟିମ୍‌ ଓ ପୋଲିସ ଅଧିକାରୀ । ଯୁଦ୍ଧକାଳିନ ଭିତରେ ନିଖୋଜଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ସମସ୍ତ ଅଧିକାରୀ । ଯଦି ଉଦ୍ଧାରରେ ବିଳମ୍ବ ହୁଏ ତେବେ କୋରାପୁଟରୁ ଓଡ୍ରାଫ ଟିମର ସହାୟତା ନିଆଯିବ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ମନିଷ ଅଗ୍ରୱାଲ ଓ ମାଲକାନଗିରି ଏସପି ରୁଷି କେଶ ଖିଲାରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଗତକାଲି 4ଜଣ ଗ୍ରାମବାସୀ ନାକାମାମୁଡିରୁ ତୋଟାଗୁଡାକୁ ଏକ ଦେଶୀ ଡଙ୍ଗାରେ ଆସୁଥିବା ବେଳେ ବର୍ଷା ପବନରେ ଡଙ୍ଗାଟି ଆମ୍ବିଳୀବେଡା ଠାରେ ଓଲଟିଥିଲା । ଚିତ୍ରକୋଣ୍ଡା ବାଲିମେଳା ଜଳଭଣ୍ଡାରରେ ଯାତ୍ରୀବାହି ଡଙ୍ଗା ବୁଡିଯାଇଥିଲା । ଏଥିରେ ତିନି ଜଣ ନିଖୋଜ ହୋଇଯାଇଥଲେ । ହେଲେ ଏଥରୁ ଅଳ୍ପକେ ବର୍ତ୍ତିଯାଇଥଲେ ଜଣେ ଯାତ୍ରୀ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ବାଲିମେଳା ଜଳଭଣ୍ଡାର ରେ ଡ଼ଙ୍ଗା ବୁଡି 3 ନିଖୋଜ । Body:ଗତକାଲି 4ଜଣ ଗ୍ରାମବାସୀ ନାକାମାମୁଡ଼ି ରୁ ତୋଟାଗୁଡା କୁ ଏକ ଦେଶୀ ଡ଼ଙ୍ଗା ରେ ଆସୁଥିବା ବେଳେ ବର୍ଷା ପବନ ରେ ଡଙ୍ଗା ଟି ଆମ୍ବିଳୀବେଡା ଠାରେ ଓଲଟି ଯାଇଥିଲା । ଡଙ୍ଗାରେ ଥିବା 4ଜଣ ଯାତ୍ରୀ ଙ୍କ ମଧ୍ୟରୁ ଜଣେ ନିଜ ଜୀବନ ବଞ୍ଚାଇ କୂଳକୁ ଆସିଥିବା ବେଳେ ଅନ୍ୟ ତିନିଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି । ତେବେ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ଉଦ୍ଧାର କାରୀ ଦଳ କିମ୍ବା ପ୍ରଶାସନ ର କୌଣସି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନାହାନ୍ତି ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ......
Last Updated : Sep 15, 2019, 2:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.