ETV Bharat / state

ଆତଙ୍କବାଦ ବିରୋଧରେ ଗ୍ରହଣ କରାଯିବ ଜିରୋ ଟଲରେନ୍ସ: ହିମାଂଶୁ ଲାଲ୍ - police

କୌଣସି ପରିସ୍ଥିତିରେ ଆତଙ୍କବାଦୀ ଘଟଣାକୁ ବରଦାସ୍ତ କରାଯିବ ନାହିଁ। ଏହା ବିରୋଧରେ ଜିରୋ ଟଲରେନ୍ସ ଗ୍ରହଣ କରାଯିବ ବୋଲି କହିଛନ୍ତି ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ହିମାଂଶୁ ଲାଲ୍।

ଫାଇଲ ଫଟୋ
author img

By

Published : May 21, 2019, 11:44 PM IST

Updated : May 22, 2019, 8:16 AM IST

କୋରାପୁଟ: କୌଣସି ପରିସ୍ଥିତିରେ ଆତଙ୍କବାଦୀ ଘଟଣାକୁ ବରଦାସ୍ତ କରାଯିବ ନାହିଁ। ଏହା ବିରୋଧରେ ଜିରୋ ଟଲରେନ୍ସ ଗ୍ରହଣ କରାଯିବ ବୋଲି କହିଛନ୍ତି ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ହିମାଂଶୁ ଲାଲ୍। କୋରାପୁଟରେ ଗଞ୍ଜେଇ ଚାଷ ଓ ମାଓବାଦୀଙ୍କୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ମିଳିଥିବା ଅଭୂତପୂର୍ବ ପୋଲିସ ର ମନୋବଳ ଵୃଦ୍ଧି କରିବାରେ ସହାୟକ ହୋଇଥିବା ନେଇ ଡ଼ିଆଇଜି ମତପ୍ରକାଶ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ବିଶ୍ୱ ଆତଙ୍କବାଦ ନିରୋଧ ଦିବସ ଅବସରରେ ମଙ୍ଗଳବାର ପୋଲିସ ସିପାହୀ ଠାରୁ ଆରମ୍ଭ କରି ଡ଼ିଆଇଜିଙ୍କ ପର୍ଯ୍ୟନ୍ତ ସମସ୍ତେ ସମାଜରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଦୃଢ ସଂକଳ୍ପର ଶପଥ ପାଠ କରିଛନ୍ତି।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

  ଆତଙ୍କବାଦ ବିରୁଦ୍ଧରେ ଜିରୋ   ଟଲରେନ୍ସ କଥା ଦୋହରାଇଲେ ଡ଼ିଆଇଜି ହିମାଂଶୁ ଲାଲ  ।କୋରାପୁଟ ଅଂଚଳରେ ଗଞ୍ଜେଇ ଚାଷ ଓ ମାଓବାଦୀଙ୍କ ଉପରେ  ପୋଲିସ ର ନିୟନ୍ତ୍ରଣ କ୍ଷେତ୍ରରେ ମିଳିଥିବା ଅଭୂତପୂର୍ବ ସଫଳତା ଆତଙ୍କବାଦ ବିରୁଦ୍ଧରେ ପୋଲିସ ର ମନୋବଳ  ଵୃଦ୍ଧି ହେବାରେ ସହାୟକ ହୋଇଥିବା ଡ଼ିଆଇଜି ମତପ୍ରକାଶ କରିଛନ୍ତି । ସନ୍ତ୍ରାସବାଦ ବିରୋଧ ଦିବସ ପାଳନ ଅବସରରେ ଆଜି ପୋଲିସ ସିପାହିଠାରୁ ଆରମ୍ଭ କରି  ଡ଼ିଆଇଜିଙ୍କ ପର୍ଯ୍ୟନ୍ତ ସମସ୍ତେ ସମାଜରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଦୃଢ ସଂକଳ୍ପର ଶପଥ ପାଠ କରିଛନ୍ତି ।
  ........…
  Byte : Himanshu Lal , DIG , SW Range
  ............
  ଶାନ୍ତାକାର
  କୋରାପୁଟ
  ..........
Last Updated : May 22, 2019, 8:16 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.