ETV Bharat / state

କୋରାପୁଟରେ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ କୋଭିଡ ସ୍ଥିତି ସମୀକ୍ଷା - reviewed covid situation

କୋରାପୁଟର କୁନ୍ଦ୍ରା ବ୍ଲକ ପରିଦର୍ଶନ କରିଛନ୍ତି ହସ୍ତତନ୍ତ ଏବଂ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ । ଅଧିକ ପଢନ୍ତୁ...

Textile Minister Padmini Dian reviewed covid situation in Koraput
କୋରାପୁଟରେ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ କୋଭିଡ ସ୍ଥିତି ସମୀକ୍ଷା
author img

By

Published : May 27, 2021, 7:39 PM IST

ଭୁବନେଶ୍ବର: କୋରାପୁଟର କୁନ୍ଦ୍ରା ବ୍ଲକ ପରିଦର୍ଶନ କରିଛନ୍ତି ହସ୍ତତନ୍ତ ଏବଂ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ । ବ୍ଳକରେ ଥିବା ବିଭିନ୍ନ ଟିଏମସି ପରିଦର୍ଶନ କରିଛନ୍ତି ମନ୍ତ୍ରୀ । ବ୍ଳକ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଲୋକଙ୍କୁ ସଚେତନତା ବାର୍ତ୍ତା ମଧ୍ୟ ବାଣ୍ଟିଛନ୍ତି ।

Textile Minister Padmini Dian reviewed covid situation in Koraput
କୋରାପୁଟରେ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ କୋଭିଡ ସ୍ଥିତି ସମୀକ୍ଷା

ଗୁରୁବାର କୋରାପୁଟର କୁନ୍ଦ୍ରା ବ୍ଲକରେ ପହଞ୍ଚି ହସ୍ତତନ୍ତ ଏବଂ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ବ୍ଲକରେ ଥିବା ବିଭିନ୍ନ ଟିଏମସି ପରିଦର୍ଶନ କରିଥିଲେ । ଟିଏମସିରେ ଥିବା ଲୋକଙ୍କ ସହିତ ଆଲୋଚନା କରିଥିଲେ ମନ୍ତ୍ରୀ । ସେଠାରେ ତାଙ୍କୁ ସମସ୍ତ ସୁବିଧା ମିଳୁଛି ନା ନାହିଁ ମଧ୍ୟ ପଚାରି ବୁଝିଥିଲେ ।

ଏଥିସହ ଟିଏମସି ଦାୟିତ୍ବରେ ଥିବା ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବା ଲାଗି ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ପରେ କୋଭିଡ଼ରେ ପ୍ରଭାବିତ ହୋଇଥିବା ଲୋକଙ୍କ ସହିତ କଥା ହେବା ସହ ସେମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଏହା ସହ ମାସ୍କ ଓ ସାନିଟାଇଜର ବାଣ୍ଟିଛନ୍ତି ମନ୍ତ୍ରୀ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.