ETV Bharat / state

କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ବତନ୍ତ୍ର କୋର୍ଟରୁମର ଶୁଭାରମ୍ଭ - ସ୍ବତନ୍ତ୍ର କୋର୍ଟରୁମର ଶୁଭାରମ୍ଭ

କୋରାପୁଟ ବାର ଆସୋସିଏସନର ସ୍ବତନ୍ତ୍ର କୋର୍ଟରୁମ ଦାବି ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସ୍ଵତନ୍ତ୍ର କୋର୍ଟରୁମର ଶୁଭାରମ୍ଭ । ଅଧିକ ପଢ଼ନ୍ତୁ...

special court room, special court room in collector office,  collector office in koraput, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ବତନ୍ତ୍ର କୋର୍ଟରୁମ, ସ୍ବତନ୍ତ୍ର କୋର୍ଟରୁମର ଶୁଭାରମ୍ଭ, କୋରାପୁଟ ବାର ଆସୋସିଏସନ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ବତନ୍ତ୍ର କୋର୍ଟରୁମର ଶୁଭାରମ୍ଭ
author img

By

Published : Jul 2, 2021, 10:33 PM IST

କୋରାପୁଟ: ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସ୍ଵତନ୍ତ୍ର କୋର୍ଟରୁମର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାପାଳଙ୍କ କୋର୍ଟ ତାଙ୍କ କାର୍ଯ୍ୟାଳୟରେ ହୋଇଆସୁଥିଲେ ହେଁ ଏହି କୋର୍ଟକୁ ବର୍ତ୍ତମାନ ଏକ ସ୍ଵତନ୍ତ୍ର ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ବତନ୍ତ୍ର କୋର୍ଟରୁମର ଶୁଭାରମ୍ଭ

ଅନେକ ଦିନ ଧରି କୋରାପୁଟ ବାର ଆସୋସିଏସନର ସ୍ବତନ୍ତ୍ର କୋର୍ଟ ପାଇଁ ଦାବି କରି ଆସିଥିଲା ବୋଲି ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ଜଣାଇଛନ୍ତି । ଜିଲ୍ଲାପାଳଙ୍କ ପୁରାତନ କାର୍ଯ୍ୟାଳୟରେ ଖୋଲାଯାଇଥିବା ଏହି କୋର୍ଟ ରୁମ୍‌ରେ ଓକିଲ ଓ ଅଭିଯୋଗକାରୀଙ୍କ ବସାଉଠା କରିବା ପାଇଁ ସ୍ଥାନ ରଖାଯାଇଛି । ଏହି କୋର୍ଟ ରୁମକୁ ଜିଲ୍ଲାପାଳ ଅବଦାଲ ଅଖତର ଉଦଘାଟନ କରି ଶୁକ୍ରବାର କୋର୍ଟକୁ ସେହି ସ୍ଥାନରେ ପରିଚାଳନା କରିଥିଲେ ।

କୋରୋପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.