ETV Bharat / state

ତିନି ଦଫା ଦାବି ନେଇ ନାଲକୋ ଖଣିକୁ ରାସ୍ତା ଅବରୋଧ - villager strike against nalco latest news

ତିନି ଦଫା ଦାବି ନେଇ ଶୁକ୍ରବାର 21 ଗ୍ରାମର ଗ୍ରାମବାସୀ ନାଲକୋ ଖଣିକୁ ରାସ୍ତା ଅବରୋଧ କରିଛନ୍ତି।

strike
ଫଟୋ ସୌଜନ୍ୟ:ସମ୍ବାଦଦାତା, କୋରାପୁଟ
author img

By

Published : Dec 6, 2019, 1:59 PM IST

କୋରାପୁଟ: ତିନି ଦଫା ଦାବି ନେଇ ରାସ୍ତାରୋକ କଲେ 21 ଗ୍ରାମର ଗ୍ରାମବାସୀ। ଶୁକ୍ରବାର ଗ୍ରାମବାସୀଙ୍କ ଦ୍ବାରା ନାଲକୋ ଖଣିକୁ ରାସ୍ତା ଅବରୋଧ କରାଯାଇଛି।

ନାଲକୋର ଏକ ତୃତୀୟାଂଶ ନୀତିକୁ ରଦ୍ଦ କରି ଜମି ହରାଇଥିବା ସମସ୍ତ ପରିବାରକୁ କମ୍ପାନୀରେ ଚାକିରୀ ଦେବା, ଆଂଶିକ ଭାବେ ଜମି ହରାଇଥିବା ପରିବାରକୁ ସ୍ଥାୟୀ ନିଯୁକ୍ତି ମିଳିବା ପର୍ଯ୍ୟନ୍ତ ପାଇପ କାମ ବନ୍ଦ କରିବା ଓ 235 ଏସଏପି ପରିବାରର କାଗଜପତ୍ର ଯାଞ୍ଚ ପ୍ରକ୍ରିୟାର ତ୍ବରାନ୍ବିତ କରିବା ଦାବିରେ ଏହି ଗ୍ରାମବାସୀ ଅନିର୍ଦିଷ୍ଟ କାଳ ପାଇଁ ରାସ୍ତାରୋକ ଆରମ୍ଭ କରିଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କୋରାପୁଟ

ଶୁକ୍ରବାର ସକାଳୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ଖଣିକୁ ଯାନବାହନ ଯାତାୟତ ବାଧାପ୍ରାପ୍ତ ହୋଇଛି।ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ପୋଲିସ କିମ୍ବା ନାଲକୋ କର୍ତୃପକ୍ଷଙ୍କ ଠାରୁ ଏ ସଂକ୍ରାନ୍ତରେ କିଛି ପ୍ରତିକ୍ରିୟା ମିଳି ପାରିନାହିଁ।

କୋରାପୁଟରୁ ସି.ଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:ତିନି ଦଫା ଦାବି ନେଇ 21 ଖଣ୍ଡ ଗ୍ରାମ ର ଲୋକଙ୍କ ଦ୍ୱାରା ନାଲ୍କୋ ଖଣିକୁ ରାସ୍ତା ଅବରୋଧ କରାଯାଇଛି ।Body:ନାଲ୍କୋ ର ଏକତୃତୀୟାଂଶ ନିତିକୁ ରଦ୍ଧ କରି ଜମି ହରାଇଥିବା ସମସ୍ତ ପରିବାର କୁ କମ୍ପାନୀରେ ଚାକିରୀ ଦେବା , ଆଂଶିକ ଭାବେ ଜମି ହରାଇଥିବା ପରିବାରକୁ ସ୍ଥାୟୀ ନିଯୁକ୍ତି ମିଳିବା ପର୍ଯ୍ୟନ୍ତ ପାଇପ କାମ ବନ୍ଦ କରିବା ଓ 235 ଏସଏପି ପରିବାରର କାଗଜପତ୍ର ଯାଞ୍ଚ ପ୍ରକ୍ରିୟା ର ତ୍ବରାନ୍ବିତ କରିବା ଦାବିରେ ଏହି ଗ୍ରାମବାସୀ ଅନିର୍ଦିଷ୍ଟ କାଳ ପାଇଁ ରାସ୍ତା ରୋକ ଆରମ୍ଭ କରିଛନ୍ତି । ସକାଳୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଯୋଗୁଁ ଖଣିକୁ ଯାନବହନର ଯାତାୟତ ବାଧାପ୍ରାପ୍ତ ହୋଇଛି । ତେବେ ପୋଲିସ କିମ୍ବା ନାଲ୍କୋ କର୍ତୃପକ୍ଷ ଙ୍କ ଠାରୁ ଏ ସଂକ୍ରାନ୍ତରେ କିଛି ପ୍ରତିକ୍ରିୟା ମିଳିପାରିନାହିଁ । Conclusion:ବାଇଟ : ସୁରଜ ବେଉରିୟା, ସଂଘ ସଦସ୍ୟ
.........
ଶାନ୍ତାକାର
କୋରାପୁଟ
........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.