ETV Bharat / state

ନୂଆ ମୋଟର ଯାନ ନିୟମକୁ ନେଇ ପୋଲିସର ସଚେତନତା - motor vehicle

ମୋଟର ଯାନ ଚଳାଇବା ପାଇଁ ସରକାର ଜାରି କରିଥିବା ନିର୍ଦ୍ଦେଶନାମାକୁ ନେଇ ସଚେତନତା କାର୍ଯ୍ୟକ୍ରମ । କୋରାପୁଟ ସରକାରୀ ମହିଳା ମହାବିଦ୍ୟାଳୟ ଓ ଲାଣ୍ଡିଗୁଡା ସରକାରୀ ମହାବିଦ୍ୟାଳୟରେ ଏନେଇ ସଚେତନତା ସୃଷ୍ଟି କରିଛି ପୋଲିସ ।

motor vehicle
ନୂଆ ମୋଟର ଯାନ ନିୟମକୁ ନେଇ ପୋଲିସର ସଚେତନତା
author img

By

Published : Dec 28, 2019, 8:33 PM IST

Updated : Dec 28, 2019, 10:10 PM IST

କୋରାପୁଟ: ମୋଟର ଯାନ ଚଳାଇବା ପାଇଁ ସରକାର ଜାରି କରିଥିବା ନିର୍ଦ୍ଦେଶନାମାକୁ ନେଇ ସଚେତନତା କାର୍ଯ୍ୟକ୍ରମ । କୋରାପୁଟ ସରକାରୀ ମହିଳା ମହାବିଦ୍ୟାଳୟ ଓ ଲାଣ୍ଡିଗୁଡା ସରକାରୀ ମହାବିଦ୍ୟାଳୟରେ ଏନେଇ ସଚେତନତା ସୃଷ୍ଟି କରିଛି ପୋଲିସ ।

ନୂଆ ମୋଟର ଯାନ ନିୟମକୁ ନେଇ ପୋଲିସର ସଚେତନତା

18 ବର୍ଷରୁ କମ ବୟସର ପିଲା ଗାଡି ନଚଳାଇବା, ମୋଟର ଯାନ ଚଳାଇବା ସମୟରେ ହେଲମେଟ ପିନ୍ଧିବା ତଥା ଗାଡି ଚଳାଇବା ସମୟରେ ଲାଇସେନ୍ସ ସାଥିରେ ରଖିବା ଆଦି କଥା ଏହି ଦୁଇ କଲେଜରେ ବୁଝାଇଛନ୍ତି ପୋଲିସ । ତେବେ ଟ୍ରାଫିକ ବ୍ୟବସ୍ଥା ସୁଧୁରିଲେ ରାସ୍ତାରେ ଦୁର୍ଘଟଣାର ହାର କମିବ ବୋଲି ଏହି ଅବସରରେ କୋରାପୁଟ ଏସଡିପିଓ ବଳଭଦ୍ର ଦୀପ କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ବର୍ତମାନ ସରକାରଙ୍କ ଦ୍ୱାରା ମୋଟର ଯାନ ଚଳାଇବା ସମ୍ପର୍କରେ ଜାରି କରାଯାଇଥିବା ନିର୍ଦେଶନାମା ଅନୁଯାୟୀ 18 ବର୍ଷ ରୁ କମ ବୟସ ର କୌଣସି ପିଲା ମୋଟର ଯାନ ଚଳାଇପାରିବେ ନାହିଁ । Body:ତତ୍ ସହିତ 18 ବର୍ଷରୁ ଉର୍ଧ୍ବ ବୟସର ଯୁବକ ଯୁବତୀ ହେଲମେଟ ପିନ୍ଧିବା ସହ ମୋଟର ଯାନ ଚଳାଇବା ଲାଇସେନ୍ସ କୁ ସାଥିରେ ରଖିବାକୁ ହେବ । ଆଜି କୋରାପୁଟ ସରକାରୀ ମହିଳା ମହାବିଦ୍ୟାଳୟ ଓ ଲାଣ୍ଡିଗୁଡା ସ୍ଥିତ ସରକାରୀ ମହାବିଦ୍ୟାଳୟ ରେ ପୋଲିସ ଦ୍ୱାରା ଏ ଦିଗରେ ସଚେତନତା ସୃଷ୍ଟି କରାଯାଇଛି । ଏହା ଫଳରେ ଟ୍ରାଫିକ ବ୍ୟବସ୍ଥା ସୁଧାରିବା ସହ ରାସ୍ତା ରେ ଦୁର୍ଘଟଣା ର ହାର କମିଯାଇ ପାରିବ ବୋଲି କୋରାପୁଟ ଏସଡିପିଓ ବଳଭଦ୍ର ଦୀପ ଜଣାଇଛନ୍ତି । Conclusion:........
ବାଇଟ : ବଳଭଦ୍ର ଦୀପ , ଏସଡିପିଓ , କୋରାପୁଟ
.........
ଶାନ୍ତାକାର
କୋରାପୁଟ
........…
Last Updated : Dec 28, 2019, 10:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.