ETV Bharat / state

ଓଲଟିଲା ଟ୍ୟାଙ୍କର, ଡିଜେଲ ବୋହିନେଲେ ଲୋକେ - oil tanker accident in patangi

ଭାରସାମ୍ୟ ହରାଇ ପଟ୍ଟାଙ୍ଗୀ ନିକଟରେ ତେଲ ବୋଝେଇ ଟ୍ୟାଙ୍କର ଓଲଟି ପଡିଛି । ଲୋକେ ତେଲ ବୋହି ନେଇଥିବା ଦେଖିବାକୁ ମିଳିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

oil tanker accident in patangi
ଓଲଟିଲା ଟ୍ୟାଙ୍କର, ଡିଜେଲ ବୋହିନେଲେ ଲୋକେ
author img

By

Published : Dec 19, 2019, 8:55 PM IST

କୋରାପୁଟ: ରାସ୍ତାରେ ଓଲଟିଲା ତେଲ ବୋଝେଇ ଟ୍ୟାଙ୍କର । ସହାୟତା ବଦଳରେ ତେଲ ବୋହିନେଲେ ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ପଟାଙ୍ଗୀ ନିକଟରେ ।

ଓଲଟିଲା ଟ୍ୟାଙ୍କର, ଡିଜେଲ ବୋହିନେଲେ ଲୋକେ

ସୂଚନା ଅନୁସାରେ, ବିଶାଖାପାଟଣା ଠାରୁ ରାୟପୁର ଯାଉଥିବା ଏକ ତେଲ ଟ୍ୟାଙ୍କର ପଟ୍ଟାଙ୍ଗି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଟ୍ୟାଙ୍କରରେ ଥିଲା 25 ହଜାର ଲିଟର ଡିଜେଲ । ହେଲେ ଦୁର୍ଘଟଣାଗସ୍ତ ହୋଇଥିବା ଟ୍ୟାଙ୍କରକୁ ସହାୟତା ଦେବା ବଦଳରେ ଲୋକେ ତେଲ ବୋହି ନେଇଥିଲେ । ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଏହା ପୂର୍ବରୁ ମଙ୍ଗଳବାର ଦିନ ଏହିପରି ଏକ ତେଲ ଟ୍ୟାଙ୍କର କୋରାପୁଟ ଓ ଜୟପୁର ମଧ୍ୟରେ ଥିବା ଘାଟିରେ ଓଲଟି ପଡିଥିଲା ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:ଆଜି ଅପରାହ୍ଣରେ ବିଶାଖାପାଟଣା ଠାରୁ ରାୟପୁର ଯାଉଥିବା ଏକ ତେଲ ଟ୍ୟାଙ୍କର ପଟ୍ଟାଙ୍ଗି ନିକଟରେ ଭାରସାମ୍ୟ ହରାଇ ଓଲଟିପଡିବା ପରେ ଲୋକେ ସେଥିରୁ ଡିଜେଲ ବୋହି ନେଉଥିବା ଦେଖାଯାଇଛି ।Body:ଟ୍ୟାଙ୍କରରେ 25,000 ଲିଟର ଡିଜେଲ ଥିବା ବେଳେ ଲୋକେ ଛୋଟ ବୋତଲ ଠାରୁ ଆରମ୍ଭ କରି ବଡ ବଡ ଜାରକିନ ରେ ତେଲ ଭର୍ତି କରି ଘରକୁ ବୋହି ନେବାରେ ବ୍ୟସ୍ତ ହୋଇଯାଇଥିଲେ । ଅଏଲ କମ୍ପାନୀର କେହି ଆସିନଥିଲେହେଁ ସ୍ଥାନୀୟ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ଟ୍ରାଫିକ କୁ ବ୍ୟବସ୍ଥିତ କରିଥିଲେ ।ମଙ୍ଗଳବାର ଦିନ ଏହିପରି ଏକ ତେଲ ଟ୍ୟାଙ୍କର କୋରାପୁଟ ଓ ଜୟପୁର ମଧ୍ୟରେ ଥିବା ଘାଟିରେ ଓଲଟି ପଡିଥିଲା । Conclusion:ଶାନ୍ତାକାର
କୋରାପୁଟ
.......
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.