ETV Bharat / state

ଗାନ୍ଧୀ ଜୟନ୍ତୀରୁ ବିଜେପିର ପଦଯାତ୍ରା - ଅକ୍ଟୋବର ୨

କୋରାପୁଟ ଜିଲ୍ଲା ବିଜେପି ଶାଖା ପକ୍ଷରୁ ଅକ୍ଟୋବର ୨ ତାରିଖ ମହାତ୍ମା ଗନ୍ଧୀ ଜୟନ୍ତୀରୁ ସ୍ବଚ୍ଛ ଭାରତ, ପ୍ଲାଷ୍ଟିକ ବର୍ଜନ, ନିଶା ନିବାରଣ ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ ପଦଯାତ୍ରା କରାଯିବ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, କୋରାପୁଟ
author img

By

Published : Sep 26, 2019, 10:10 PM IST

କୋରାପୁଟ: ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିନଠାରୁ ବିଜେପିର କୋରାପୁଟ ଜିଲ୍ଲା ଶାଖା ମହାଦେଇପୁଟ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରୁ ଏକ ସଚେତନତା ପଦଯାତ୍ରା ଆରମ୍ଭ କରିବ । କୋରାପୁଟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ସାହୁ ଓ ସରୋଜ ସାବତ ଏ ନେଇ ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, କୋରାପୁଟ

ଏହି ପଦଯାତ୍ରା ସମୟରେ ସ୍ଵଚ୍ଛ ଭାରତ, ପ୍ଲାଷ୍ଟିକ ବର୍ଜନ, ନିଶା ନିବାରଣ, ଗୋହତ୍ୟା ବନ୍ଦ ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ ବୋଲି ସୂଚନା ମିଳିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଜିଲ୍ଲା ସଭାପତି ବିଜୟ ମିଶ୍ର ଓ ଅନ୍ୟାନ୍ୟ ଦଳୀୟ କର୍ମୀ ଉପସ୍ଥିତ ରହି ଦଳର କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ ।

କୋରାପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ

Intro:ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିନଠାରୁ ବିଜେପି ଦଳର କୋରାପୁଟ ଜିଲ୍ଲା ଶାଖା ମହାଦେଇପୁଟ ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରୁ ଏକ ସଚେତନତା ପଦଯାତ୍ରା ଆରମ୍ଭ କରିବ ବୋଲି କୋରାପୁଟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ସାହୁ ଓ ସରୋଜ ସାବତ ଜଣାଇଛନ୍ତି ।Body:ଏହି ପଦଯାତ୍ରା ସମୟରେ ସ୍ଵଚ୍ଛ ଭରତ ସମେତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ ବୋଲି ଶ୍ରୀ ସାହୁ ଜଣାଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଜିଲ୍ଲା ସଭାପତି ବିଜୟ ମିଶ୍ର ଓ ଅନ୍ୟାନ୍ୟ ଦଳୀୟ କର୍ମୀ ଉପସ୍ଥିତ ରହି ଦଳର କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ ।Conclusion:Byte : ରମେଶ ସାହୁ , ବିଜେପି ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ
.........
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.