ETV Bharat / state

ବିଶ୍ବ କବିତା ଦିବସକୁ ନେଇ କବିଙ୍କ ବାର୍ତ୍ତା

author img

By

Published : Mar 21, 2022, 10:36 PM IST

କବିତା ବଞ୍ଚିବାର ସାମର୍ଥ୍ୟ ଦିଏ ଏବଂ ଯୁଦ୍ଧ ମଧ୍ୟରେ ବି ଅନ୍ତର ମଧ୍ୟରେ ଶାନ୍ତିର ସ୍ଥାପନା କବିତା ହିଁ କରି ପାରିଥାଏ । ତେବେ ଆଜି କବିତା ଦିବସ ଅବସରରେ କୋରାପୁଟରେ ବାସ କରୁଥିବା ରାଜ୍ୟର ଜଣେ ଜଣାଶୁଣା କବି ପ୍ରିତିଧାରା ସାମଲ ଏହି ମତ ରଖିଛନ୍ତି । ଅଧିକ ପଢନ୍ତୁ

ବିଶ୍ବ କବିତା ଦିବସକୁ ନେଇ କବିଙ୍କ ବାର୍ତ୍ତା
ବିଶ୍ବ କବିତା ଦିବସକୁ ନେଇ କବିଙ୍କ ବାର୍ତ୍ତା

କୋରାପୁଟ: କବିତା ବଞ୍ଚିବାର ସାମର୍ଥ୍ୟ ଦିଏ ଏବଂ ଯୁଦ୍ଧ ମଧ୍ୟରେ ବି ଅନ୍ତର ମଧ୍ୟରେ ଶାନ୍ତିର ସ୍ଥାପନା କବିତା ହିଁ କରି ପାରିଥାଏ । ତେବେ ଆଜି ବିଶ୍ବ କବିତା ଦିବସ ଅବସରରେ କୋରାପୁଟରେ ବାସ କରୁଥିବା ରାଜ୍ୟର ଜଣେ ଜଣାଶୁଣା କବି ପ୍ରିତିଧାରା ସାମଲ ଏହି ମତ ରଖିଛନ୍ତି । ଓଡ଼ିଆ କବି ମାନେ ବିଶ୍ୱ ସାହିତ୍ୟକୁ ରୁଦ୍ଧିମନ୍ତ କରିଥିବା ବେଳେ ଓଡ଼ିଆ ଭାଷାକୁ ସାଂସ୍କୃତିକ ଭାଷାର ମାନ୍ୟତା ମିଳିବା କ୍ଷେତ୍ରରେ କବିତାର ଅବଦାନ ଅତୁଳନୀୟ ବୋଲି ସେ ସୂଚନା ଦେଇଛନ୍ତି ।

ବିଶ୍ବ କବିତା ଦିବସକୁ ନେଇ କବିଙ୍କ ବାର୍ତ୍ତା

ବର୍ତ୍ତମାନ ସୁଦ୍ଧା ଏକ ହଜାରରୁ ଉର୍ଦ୍ଧ୍ବ କବିତା ରଚନା କରିସାରିଥିବା ଡ. ସାମଲ ଓ ଅନୁରୂପ ଭାବେ ସମ ପରିମାଣର କ୍ଷୁଦ୍ର କବିତା ସୃଷ୍ଟି କରି ଓଡ଼ିଆ କବିତା ପାଠକଙ୍କ ହୃଦୟ ଜିଣି ପାରିଥିବା କବି ରବି ଶତପଥି ଓଡ଼ିଆ ଭାଷା ଓ କବିତାର ସ୍ଥିତି ଓ ଭବିଷ୍ୟତ ଉଜ୍ଜ୍ୱଳ ଥିବା ନେଇ ଆଶାବାଦୀ ଥିବା ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.