ETV Bharat / state

କୋରାପୁଟରେ ସମ୍ପୂର୍ଣ୍ଣ ବନ୍ଦ ହେବ ବାଲ୍ୟ ବିବାହ ! - stop child marriage

ବାଲ୍ୟ ବିବାହ ରୋକିବା ପାଇଁ ଆଗକୁ ଆସିଛି ଜିଲ୍ଲା ପ୍ରଶାସନ । ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।

କୋରାପୁଟରେ ବନ୍ଦ ହେବ ବାଲ୍ୟ ବିବାହ !
author img

By

Published : Nov 7, 2019, 3:04 AM IST

କୋରାପୁଟ: ଜିଲ୍ଲାରେ କମିବ ବାଲ୍ୟ ବିବାହ। ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ଯୋଗ ଦେଇଥିଲେ ।

କୋରାପୁଟରେ ବନ୍ଦ ହେବ ବାଲ୍ୟ ବିବାହ !

ବୈଠକରେ ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାକୁ ରୋକ୍ ଲଗାଇବାକୁ ହେଲେ ସ୍ଥାନୀୟ ନେତୃବୃନ୍ଦଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:କୋରାପୁଟ ଜିଲ୍ଲାରେ ଆସନ୍ତା ବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବାର ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ ଦ୍ୱାରା ଆଜି ପାରମ୍ପରିକ ଗାଁ ନାୟକ ମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଯାଇଛି ।Body:ଗାଁ ଗଣ୍ଡାରେ ଏହି ନେତୃ ସ୍ଥାନୀୟ ବ୍ୟକ୍ତିଙ୍କ କଥାକୁ ଲୋକେ ଗୁରୁତ୍ବ ଦେଉଥିବା ଯୋଗୁଁ ବାଲ୍ୟ ବିବାହ ଭଳି ଗୋଟାଏ ବହୁ ଚର୍ଚ୍ଚିତ ସମସ୍ୟା ଉପରେ ନିୟନ୍ତ୍ରଣ ଆଣିବାକୁ ହେଲେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ ବୋଲି ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ମତ ଦେଇଛନ୍ତି । ଆଜି କୋରାପୁଟରେ ଆୟୋଜିତ ଏହି କର୍ମଶାଳାରେ ଜିଲ୍ଲାର ବିଭିନ୍ନ ଭାଗରୁ ପାରମ୍ପରିକ ନେତୃବୃନ୍ଦ ଓ ସମାଜ କଲ୍ୟାଣ ବିଭାଗର ଗାଁ ସ୍ତରୀୟ କର୍ମକର୍ତା ଯୋଗଦେଇଥିଲେ । Conclusion:ବାଇଟ : ଦେବେନ କୁମାର ପ୍ରଧାନ , ଅତିରିକ୍ତ ଜିଲ୍ଲାପାଳ
.......
ଶାନ୍ତାକାର
କୋରାପୁଟ
........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.