ETV Bharat / state

ଗୋଟେ ଦିନରେ ତହସିଲ ଅଫିସରେ ମିଳୁଛି ଜମିପଟ୍ଟା - tehsil office

କୋରାପୁଟ ପରେ ବୋରିଗୁମ୍ମା ଏବଂ ଏବେ ମାଓ ପ୍ରଭାବିତ ତଥା ଗଞ୍ଜେଇ ଚାଲାଣର ପେଣ୍ଠସ୍ଥଳୀ ଭାବେ ଚର୍ଚ୍ଚାରେ ଥିବା ଲମତାପୂଟ ବ୍ଲକ ଅନ୍ତର୍ଗତ ମାଛକୁଣ୍ଡ ତହସିଲ ଗୋଟାଏ ଦିନରେ ପଟ୍ଟା ପ୍ରଦାନ କରିବା ଦିଗରେ ଜିଲ୍ଲାରେ ତୃତୀୟ ତହସିଲ ଭାବେ ସଫଳତା ଆଣିଦେଇଛି ।

http://10.10.50.80//odisha/10-July-2020/od-kpt-02-land-patta-in-hours-7202788_10072020192738_1007f_1594389458_1088.jpg
ଗୋଟେ ଦିନରେ ତହସିଲ ଅଫିସରେ ମିଳୁଛି ଜମି ପଟ୍ଟା
author img

By

Published : Jul 10, 2020, 10:43 PM IST

କୋରାପୁଟ: ଜିଲ୍ଲା ତହସିଲ ଅଫିସରେ ଜିଲ୍ଲାର ଇତିହାସରେ ପ୍ରଥମ ଥର ପାଇଁ ରେଜିଷ୍ଟ୍ରେସନ ହେବା ଦିନ ହିଁ ଜମି ପଟ୍ଟା ପ୍ରଦାନ କରାଯିବ । ପରେ ଜିଲ୍ଲାର ଅନ୍ୟାନ୍ୟ ତହସିଲରେ ମଧ୍ୟ ଅନୁରୂପ ଭାବେ ଜମି ପଟ୍ଟା ପ୍ରଦାନ କରାଯାଉଥିବା ଦେଖିବାକୁ ମିଳିଛି ।

ଗୋଟେ ଦିନରେ ତହସିଲ ଅଫିସରେ ମିଳୁଛି ଜମି ପଟ୍ଟା

କୋରାପୁଟ ପରେ ବୋରିଗୁମ୍ମା ଏବଂ ଏବେ ମାଓ ପ୍ରଭାବିତ ତଥା ଗଞ୍ଜେଇ ଚାଲାଣର ପେଣ୍ଠସ୍ଥଳୀ ଭାବେ ଚର୍ଚ୍ଚାରେ ଥିବା ଲମତାପୂଟ ବ୍ଲକ ଅନ୍ତର୍ଗତ ମାଛକୁଣ୍ଡ ତହସିଲ ଗୋଟାଏ ଦିନରେ ପଟ୍ଟା ପ୍ରଦାନ କରିବା ଦିଗରେ ଜିଲ୍ଲାରେ ତୃତୀୟ ତହସିଲ ଭାବେ ସଫଳତା ଆଣିଦେଇଛି । ଦୁଇ ଜଣଙ୍କୁ ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ଏହି ପ୍ରକ୍ରିୟା ଆଗକୁ ମଧ୍ୟ ଜାରି ରହିବ ବୋଲି ତହସିଲଦାର ମାନସ ରଞ୍ଜନ ପଟ୍ଟନାୟକ ଜଣାଇଛନ୍ତି । ପଟ୍ଟା ପାଇଥିବା ବ୍ୟକ୍ତି ମଧ୍ୟ ତହସିଲ କାର୍ଯ୍ୟାଳୟ ଚାରିପଟେ ବୁଲି ବୁଲି ହାଲିଆ ନ ହେଉଣୁ ପଟ୍ଟା ପାଇବା ନେଇ ଆନନ୍ଦ ପ୍ରକାଶ କରିଛନ୍ତି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.