ETV Bharat / state

ଟପ୍ପର ରିତୁ ସିଂଙ୍କ ମୁହଁରୁ ସଫଳତାର କାହାଣୀ - ବାପା ରାଜାରାମ ସିଂ

ରାଜ୍ୟ ମହିଳା କ୍ରିକେଟ ଆକାଶରେ ଉଜ୍ଜ୍ବଳ ତାରକା ଓ ସଫଳତାର ସହ ପୋଲିସ ବିଭାଗରେ କର୍ତ୍ତବ୍ୟ ସମ୍ପାଦନ କରିବା ପରେ ଏବେ ନୂତନ ସଫଳତା ତାଙ୍କୁ ଏକ ନୂତନ ଉତ୍ସାହ ପ୍ରଦାନ କରିଛି ବୋଲି ସୁଶ୍ରୀ ସିଂ କହିଛନ୍ତି । ଅଧିକ ପଢନ୍ତୁ..

ଟପ୍ପର ରିତୁ ସିଂଙ୍କ ମୁହଁରୁ ସଫଳତାର କାହାଣୀ
ଖେଳ ସଙ୍ଗେ ପଢାରେ ବି ସଫଳ ରିତୁ ସିଂ
author img

By

Published : Jan 9, 2020, 5:17 AM IST

Updated : Jan 9, 2020, 6:39 AM IST

କୋରାପୁଟ: ପିଲାଟି ବେଳୁ ଖେଳପ୍ରତି ଶ୍ରଦ୍ଧା । ଖେଳ ସହିତ ପାଠ ପଢିବା ପାଇଁ ସମୟର ସମନ୍ବୟ ପ୍ରତିଷ୍ଠା କରିବାର ଦକ୍ଷତା ଜୟପୁରର ଝିଅ ରିତୁ ସିଂଙ୍କୁ ଆଜି ଓଡିଶା ପ୍ରଶାସନିକ ସେବାରେ ଯୋଗ ଦେବା ପାଇଁ ସହାୟକ ହୋଇଛି ।

ରାଜ୍ୟ ମହିଳା କ୍ରିକେଟ ଆକାଶରେ ଉଜ୍ଜ୍ବଳ ତାରକା ଓ ସଫଳତାର ସହ ପୋଲିସ ବିଭାଗରେ କର୍ତ୍ତବ୍ୟ ସମ୍ପାଦନ କରିବା ପରେ ଏବେ ଏହି ନୂତନ ସଫଳତା ତାଙ୍କୁ ଏକ ନୂତନ ଉତ୍ସାହ ପ୍ରଦାନ କରିଛି ବୋଲି ସୁଶ୍ରୀ ସିଂ ମତ ରଖିଛନ୍ତି ।

ଟପ୍ପର ରିତୁ ସିଂଙ୍କ ମୁହଁରୁ ସଫଳତାର କାହାଣୀ

ବାପା ରାଜାରାମ ସିଂ ନିଜକୁ ଏକ ସାଧାରଣ ଟ୍ରକ ମେକାନିକ ଭାବେ ସଙ୍କୁଚିତ ନକରି ରିତୁର ଖେଳାଳି ହେବାର ସ୍ବପ୍ନକୁ ସାକାର କରିବା ପାଇଁ ସଦା ସର୍ବଦା ଆଗେଇ ଆସିଥିଲେ । ଫଳସ୍ବରୂପ ଆଜି ନିଜକୁ ରିତୁର ବାପା ବୋଲି ପରିଚୟ ଦେବାରେ ଗର୍ବ ଅନୁଭବ କରୁଥିବା ସେ ପ୍ରକାଶ କରିଛନ୍ତି । ମା' ରଞ୍ଜୁ ଦେବୀ ରିତୁଙ୍କ ସଫଳତା ଉପରେ ଦୃଢ ବିଶ୍ବାସ ରଖି ପ୍ରତି ମୁହୂର୍ତ୍ତରେ ପିଲାଟିବେଳୁ ତାଙ୍କୁ ପ୍ରୋତ୍ସାହନ ଯୋଗାଇ ଆସିଥିବା ବେଳେ ରିତୁଙ୍କ ସାନ ଭଉଣୀ ନିଜ ନାନୀଙ୍କୁ ପ୍ରେରଣାର ଉତ୍ସ ଭାବେ ଦେଖୁଛନ୍ତି । କୋରାପୁଟକୁ ନେଇ ଗର୍ବିତ ରିତୁ କୋରାପୁଟ ଅଞ୍ଚଳବାସୀଙ୍କୁ ସେବା ଯୋଗାଇବାରେ ବ୍ରତୀ ହେବାର ସଂକଳ୍ପକୁ ଦୋହରାଇଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:ପିଲାଟି ବେଳୁ ଖେଳ ପ୍ରତି ଶ୍ରଦ୍ଧା ଓ ଖେଳ ସହିତ ପାଠ ପଢିବା ପାଇଁ ସମୟ ର ସମନ୍ୱୟ ପ୍ରତିଷ୍ଠା କରିବାର ଦକ୍ଷତା ଜୟପୁରର ଝିଅ ରିତୁ ସିଂ ଙ୍କୁ ଆଜି ଓଡିଶା ପ୍ରଶାସନିକ ସେବାରେ ଯୋଗ ଦେବା ପାଇଁ ସହାୟକ ହୋଇଛି ।Body:ରାଜ୍ୟ ମହିଳା କ୍ରିକେଟ ଆକାଶରେ ଉଜ୍ଜ୍ୱଳ ତାରକା ଓ ସଫଳତାର ସହ ପୋଲିସ ବିଭାଗରେ କର୍ତବ୍ୟ ସମ୍ପାଦନ କରିବା ପରେ ଏବେ ଏହି ନୂତନ ସଫଳତା ତାଙ୍କୁ ଏକ ନୂତନ ଉତ୍ସାହ ପ୍ରଦାନ କରିଛି ବୋଲି ଶୁଶ୍ରୀ ସିଂ ମତ ରଖିଛନ୍ତି । ବାପା ରାଜାରାମ ସିଂ ନିଜକୁ ଏକ ସାଧାରଣ ଟ୍ରକ ମେକାନିକ ଭାବେ ସଙ୍କୁଚିତ ନକରି ରିତୁ ର ଖେଳାଳି ହେବାର ସ୍ୱପ୍ନକୁ ସାକାର କରିବା ପାଇଁ ସଦା ସର୍ବଦା ଆଗେଇ ଆସିଛନ୍ତି ।ଫଳସ୍ୱରୂପ ଆଜି ନିଜକୁ ରିତୁ ର ବାପା ବୋଲି ପରିଚୟ ଦେବାରେ ଗର୍ବ ଅନୁଭବ କରୁଥିବା ସେ ପ୍ରକାଶ କରିଛନ୍ତି । ମା ରଞ୍ଜୁ ଦେବୀ ରିତୁଙ୍କ ସଫଳତା ଉପରେ ଦୃଢ ବିଶ୍ବାସ ରଖି ପ୍ରତି ମୁହୂର୍ତ୍ତରେ ପିଲାଟି ବେଳୁ ତାଙ୍କୁ ପ୍ରୋତ୍ସାହନ ଯୋଗାଇ ଆସିଥିବା ବେଳେ ରିତୁ ଙ୍କ ସାନ ଭଉଣୀ ନିଜ ନାନୀଙ୍କୁ ପ୍ରେରଣାର ଉତ୍ସ ଭାବେ ଦେଖୁଛନ୍ତି । କୋରାପୁଟ କୁ ନେଇ ଗର୍ବିତ ରିତୁ କୋରାପୁଟ ଅଂଚଳବାସୀଙ୍କୁ ସେବା ଯୋଗାଇବାରେ ବ୍ରତୀ ହେବାର ସଂକଳ୍ପକୁ ଦୋହରାଇଛନ୍ତି । Conclusion:ବାଇଟ : ରିତୁ ସିଂ , ଓଏଏସ ରେ ସଫଳତା ଆଣିଥିବା କ୍ରିକେଟର
ବାଇଟ : ରାଜାରାମ ସିଂ , ରିତୁ ଙ୍କ ପିତା
ବାଇଟ : ରଞ୍ଜୁ ଦେବୀ ସିଂ , ରିତୁ ଙ୍କ ମାତା
ବାଇଟ : ପ୍ରତିଭା ସିଂ , ରିତୁ ଙ୍କ ଭଉଣୀ
.......
ଶାନ୍ତାକାର
କୋରାପୁଟ
Last Updated : Jan 9, 2020, 6:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.