ETV Bharat / state

5 ଦଫା ଦାବି ନେଇ ଲାବୋରେଟୋରି ଟେକ୍ନିସିଆନ ସଂଘର ଆନ୍ଦୋଳନ

author img

By

Published : Aug 1, 2021, 6:02 PM IST

ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲା ଓଡିଶା ଲାବୋରେଟୋରି ଟେକ୍ନିସିଆନ ସଂଘର କୋରାପୁଟ ଶାଖା । ଦାବି ପୂରଣ ନହେଲେ ଆନ୍ଦୋଳନ ବ୍ୟାପକ କରିବାକୁ ଚେତାବନୀ ଦେଲେ ସଦସ୍ୟ । ଅଧିକ ପଢନ୍ତୁ...

5 ଦଫା ଦାବି ନେଇ ଲାବୋରେଟୋରି ଟେକ୍ନିସିଆନ ସଂଘର ଆନ୍ଦୋଳନ
5 ଦଫା ଦାବି ନେଇ ଲାବୋରେଟୋରି ଟେକ୍ନିସିଆନ ସଂଘର ଆନ୍ଦୋଳନ

କୋରାପୁଟ: ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲା ଓଡିଶା ଲାବୋରେଟୋରି ଟେକ୍ନିସିଆନ ସଂଘ କୋରାପୁଟ ଜିଲ୍ଲା ଶାଖା । ସଂଘର ସଦସ୍ୟମାନେ ସେମାନଙ୍କୁ ଲ୍ୟାବ ଟେକ୍ନିସିଆନ ପରିବର୍ତ୍ତେ, ଟେକ୍ନୋଲୋଜିଷ୍ଟ ଭାବେ ମାନ୍ୟତା ଦେବା ତଥା ପଦୋନ୍ନତି ସମୟରେ ଚୁକ୍ତିଭିତ୍ତିକ ସେବାର ସମୟକୁ ମଧ୍ୟ ଗୁରୁତ୍ଵ ଦେବା ପାଇଁ ଦାବି କରିଛନ୍ତି ।

ସେହିପରି ମେଡ଼ିକାଲ କଲେଜ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟେକନିକାଲ ସୁପରଭାଇଜର ପଦବୀ ସୃଷ୍ଟି କରିବା ଭଳି 5 ଦଫା ଦାବି କରି ଆଜିଠାରୁ କଳା ବ୍ୟାଚ ପରିଧାନ କରି ପ୍ରତୀକାତ୍ମକ ଭାବେ ଆନ୍ଦୋଳନ ଆରମ୍ଭ କରିଛନ୍ତି ସଂଘର ସଦସ୍ୟମାନେ। ସରକାର ସେମାନଙ୍କ ଦାବିକୁ ତୁରନ୍ତ ନ ଶୁଣିଲେ ଆନ୍ଦୋଳନକୁ ବ୍ୟାପକ କରାଯିବା ନେଇ ମଧ୍ୟ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

କୋରାପୁଟରୁ ସିଏଚ ସାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.