ETV Bharat / state

ଗାଡି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ଥାନାରେ ଧସେଇ ପଶିଲେ ଗ୍ରାମବାସୀ

ସୋମବାର ରାତିରେ ଲମତାପୁଟ ଠାରୁ ୭ କିଲୋମିଟର ଦୂରରେ ଥିବା ବଡ଼ପରା ଗ୍ରାମ ନିକଟରେ ଦୁଇଟି କାର ଧକ୍କାରେ ମାଲେଗାଁର ଗୌତମ ଖିଲ ନାମକ ୬୦ ବର୍ଷର ବ୍ୟକ୍ତି ଓ ତାଙ୍କ ସହିତ ଥିବା ଗାଈର ମୃତ୍ୟୁ ଘଟିଥିଲା। ମିଳିଥିବା ସୂଚନା ଅନୁଯାୟୀ ଗୌତମ ନିକଟବର୍ତ୍ତୀ ସିଲେଇପୁଟ ଗାଁରୁ ଗାଈଟିଏ କିଣି ଘରକୁ ଫେରୁଥିବା ସମୟରେ ଦୁଇଟି ଗାଡି ସେମାନଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ଘଟିଥିଲା।

author img

By

Published : Feb 12, 2019, 11:35 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ୱର

କୋରାପୁଟ: ସୋମବାର ରାତିରେ ଲମତାପୁଟ ଠାରୁ ୭ କିଲୋମିଟର ଦୂରରେ ଥିବା ବଡ଼ପରା ଗ୍ରାମ ନିକଟରେ ଦୁଇଟି କାର ଧକ୍କାରେ ମାଲେଗାଁର ଗୌତମ ଖିଲ ନାମକ ୬୦ ବର୍ଷର ବ୍ୟକ୍ତି ଓ ତାଙ୍କ ସହିତ ଥିବା ଗାଈର ମୃତ୍ୟୁ ଘଟିଥିଲା। ମିଳିଥିବା ସୂଚନା ଅନୁଯାୟୀ ଗୌତମ ନିକଟବର୍ତ୍ତୀ ସିଲେଇପୁଟ ଗାଁରୁ ଗାଈଟିଏ କିଣି ଘରକୁ ଫେରୁଥିବା ସମୟରେ ଦୁଇଟି ଗାଡି ସେମାନଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ଘଟିଥିଲା।

ଧକ୍କା ଦେଇଥିବା ଗାଡି ଦୁଇଟିର ଚାଳକ ଗାଡିକୁ ସେହିଠାରେ ଛାଡ଼ିଦେଇ କେଉଁଆଡେ ଚାଲିଯାଇଥିଲେ। ଖବର ପାଇ ଲମତାପୁଟ ଥାନାର ଏଏସଆଇ ଶିବ ପ୍ରସାଦ ଷଡଙ୍ଗୀ ଗୌତମଙ୍କ ମୃତଦେହକୁ ହସ୍ପିଟାଲରେ ଓ ଧକ୍କା କରିଥିବା ଗାଡି ଦୁଇଟିକୁ ଥାନାରେ ରଖି ଦେଇଥିଲେ।

ସକାଳ ସମୟରେ ମୃତକଙ୍କ ସମ୍ପର୍କୀୟ ତାଙ୍କୁ ଖୋଜି ନ ପାଇ ପୋଲିସକୁ ପଚାରିଥିଲେ। ପ୍ରଥମେ ସେଠାରେ ଥିବା କନଷ୍ଟେବଳ ଗୌତମଙ୍କ ସମ୍ପର୍କରେ କିଛି ଜାଣିନଥିବା କହିବାବେଳେ ଏଏସଆଇ ଗୌତମଙ୍କ ମୃତଦେହ ହସ୍ପିଟାଲରେ ଥିବା ସୂଚନା ଦେଇଥିଲେ।

ଥାନାରେ ଏଭଳି ଭିନ୍ନ ଭିନ୍ନ ଉତ୍ତର ଶୁଣି ତାଙ୍କ ପରିବାର ଓ ଗ୍ରାମବାସୀ ଉତକ୍ଷିପ୍ତ ହୋଇଉଠିଥିଲେ ଏବଂ ଲମତାପୁଟରେ ରାସ୍ତା ଅବରୋଧ କରିବା ସହ ଥାନା ମଧ୍ୟକୁ ଧସେଇ ପଶି ଭଙ୍ଗାରୁଜା କରିଥିଲେ। ଏହି ସମୟରେ ଏଏସଆଇ ଓ ମାଛକୁଣ୍ଡ ଥାନାଧିକାରୀଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ତେବେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

undefined

Intro:Body:

ଗାଡି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ପୋଲିସ ଥାନାରେ ଧସେଇ ପଶିଲେ ଗ୍ରାମବାସୀ

କୋରାପୁଟ: ସୋମବାର ରାତିରେ ଲମତାପୁଟ ଠାରୁ ୭ କିଲୋମିଟର ଦୂରରେ ଥିବା ବଡ଼ପରା ଗ୍ରାମ ନିକଟରେ ଦୁଇଟି କାର ଧକ୍କାରେ ମାଲେଗାଁର ଗୌତମ ଖିଲ ନାମକ ୬୦ ବର୍ଷର ବ୍ୟକ୍ତି ଓ ତାଙ୍କ ସହିତ ଥିବା ଗାଈର ମୃତ୍ୟୁ ଘଟିଥିଲା। ମିଳିଥିବା ସୂଚନା ଅନୁଯାୟୀ ଗୌତମ ନିକଟବର୍ତ୍ତୀ ସିଲେଇପୁଟ ଗାଁରୁ ଗାଈଟିଏ କିଣି ଘରକୁ ଫେରୁଥିବା ସମୟରେ ଦୁଇଟି ଗାଡି ସେମାନଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ଘଟିଥିଲା।

ଧକ୍କା ଦେଇଥିବା ଗାଡି ଦୁଇଟିର ଚାଳକ ଗାଡିକୁ ସେହିଠାରେ ଛାଡ଼ିଦେଇ କେଉଁଆଡେ ଚାଲିଯାଇଥିଲେ। ଖବର ପାଇ ଲମତାପୁଟ ଥାନାର ଏଏସଆଇ ଶିବ ପ୍ରସାଦ ଷଡଙ୍ଗୀ ଗୌତମଙ୍କ ମୃତଦେହକୁ ହସ୍ପିଟାଲରେ ଓ ଧକ୍କା କରିଥିବା ଗାଡି ଦୁଇଟିକୁ ଥାନାରେ ରଖି ଦେଇଥିଲେ।

ସକାଳ ସମୟରେ ମୃତକଙ୍କ ସମ୍ପର୍କୀୟ ତାଙ୍କୁ ଖୋଜି ନପାଇ ପୋଲିସକୁ ପଚାରିଥିଲେ। ପ୍ରଥମେ ସେଠାରେ ଥିବା କନଷ୍ଟେବଳ ଗୌତମଙ୍କ ସମ୍ପର୍କରେ କିଛି ଜାଣିନଥିବା କହିବା ବେଳେ ଏଏସଆଇ ଗୌତମଙ୍କ ମୃତ ଦେହ ହସ୍ପିଟାଲରେ ଥିବା ସୂଚନା ଦେଇଥିଲେ।

ଥାନାରେ ଏଭଳି ଭିନ୍ନ ଭିନ୍ନ ଉତ୍ତର ଶୁଣି ତାଙ୍କ ପରିବାର ଓ ଗ୍ରାମବାସୀ ଉତକ୍ଷିପ୍ତ ହୋଇଉଠିଥିଲେ ଏବଂ ଲମତାପୁଟରେ ରାସ୍ତା ଅବରୋଧ କରିବା ସହ ଥାନା ମଧ୍ୟକୁ ଧସେଇ ପଶି ଭଙ୍ଗାରୁଜା କରିଥିଲେ। ଏହି ସମୟରେ ଏଏସଆଇ ଓ ମାଛକୁଣ୍ଡ ଥାନାଧିକାରୀଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ତେବେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.