ETV Bharat / state

ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଜିଲ୍ଲାସ୍ତରୀୟ ଆନ୍ଦୋଳନ - ଦରଦାମ ବୃଦ୍ଧି ପାଇଁ କଂଗ୍ରେସ ଆନ୍ଦୋଳନ

କୋରାପୁଟ ଜିଲ୍ଲା କଂଗ୍ରେସ ଦେଶରେ ନୀତି ଦିନ ବୃଦ୍ଧି ପାଉଥିବା ବିଭିନ୍ନ ଅତ୍ୟାବଶ୍ୟକୀୟ ପଦାର୍ଥର ଦରଦାମ ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଦାବି କରି ଆନ୍ଦୋଳନ କରିଛି । ଅଧିକ ପଢନ୍ତୁ...

ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଜିଲ୍ଲା ସ୍ତରୀୟ ଆନ୍ଦୋଳନ

author img

By

Published : May 24, 2021, 8:30 PM IST

କୋରାପୁଟ: ଆଜି(ସୋମବାର) ଜିଲ୍ଲା କଂଗ୍ରେସ ଦେଶରେ ନୀତିଦିନ ବୃଦ୍ଧି ପାଉଥିବା ବିଭିନ୍ନ ଅତ୍ୟାବଶ୍ୟକୀୟ ପଦାର୍ଥର ଦରଦାମ ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଦାବି କରି ଆନ୍ଦୋଳନ କରିଛି । କଂଗ୍ରେସ କର୍ମୀ କୋରାପୁଟର ଅତିରିକ୍ତ ଜଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଏ ସଂକ୍ରାନ୍ତରେ ଦାବିପତ୍ର ପ୍ରଦାନ କରାଯାଇଛି ।

ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଜିଲ୍ଲା ସ୍ତରୀୟ ଆନ୍ଦୋଳନ

କୋଭିଡ ସଂକ୍ରମଣ ସମୟରେ ସାଧାଣ ଜନତାଙ୍କ ମେରୁଦଣ୍ଡ ଭାଙ୍ଗି ପଡିଥିବାବେଳେ ଖାଇବା ତେଲଠାରୁ ଆରମ୍ଭ କରି ପେଟ୍ରୋଲ ଓ ଡିଜେଲର ଦରଦାମ ଯେପରି ବଢିଚାଲଛି ତାହା ଗ୍ରହଣଯୋଗ୍ୟ ନୁହେଁ ବୋଲି ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ମତବ୍ୟକ୍ତ କରିଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏ ଦିଗରେ ଚିନ୍ତା କରି ସାଧାରଣ ଜନତାଙ୍କୁ ବୋଝମୁକ୍ତ କରିବା ପାଇଁ ସେ ତରଫରୁ ଦାବି ରଖିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.