ETV Bharat / state

କୋରାପୁଟରେ ଖେଲୋ ଇଣ୍ଡିଆ ପ୍ରତିଯୋଗିତା ଆୟୋଜିତ - ଖେଲୋ ଇଣ୍ଡିଆ ପ୍ରତିଯୋଗିତା

କୋରାପୁଟ ଜିଲ୍ଲା 7ଟି ବ୍ଲକର ପିଲାଙ୍କୁ ନେଇ କୋରାପୁଟ ଷ୍ଟାଡ଼ିୟମଠାରେ ଖେଲୋ ଇଣ୍ଡିଆ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି ।

khelo-india-tournament-held-at-koraput
କୋରାପୁଟଠାରେ ଖେଲୋ ଇଣ୍ଡିଆ ପ୍ରତିଯୋଗିତା ଆୟୋଜିତ
author img

By

Published : Jan 22, 2020, 11:40 PM IST

କୋରାପୁଟ: ମାଓ ପ୍ରଭାବିତ କୋରାପୁଟ ଜିଲ୍ଲାର ନାରାୟଣପାଟଣା, ବନ୍ଧୁଗାଁ, ଲାଷ୍ମୀପୁର, ପଟ୍ଟାଙ୍ଗି, ନନ୍ଦପୁର, ଲମତାପୁଟ ଓ ବୈପାରିଗୁଡା ବ୍ଲକର ପିଲାଙ୍କୁ ନେଇ କୋରାପୁଟ ଷ୍ଟାଡ଼ିୟମଠାରେ ଖେଲୋ ଇଣ୍ଡିଆ ଆୟୋଜିତ ହୋଇଯାଇଛି । ଏହି 7ଟି ବ୍ଲକର ପିଲାଙ୍କ ମଧ୍ୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ କରିବା ମାଧ୍ୟମରେ ପିଲାଙ୍କୁ ପୁରସ୍କୃତ କରିବା ସହିତ କ୍ରୀଡା ବିଭାଗ ଦ୍ବାରା ପରିଚାଳିତ କ୍ରୀଡା ଛାତ୍ରାବାସ ପାଇଁ ଉନ୍ନତ ମାନର ପିଲାଙ୍କୁ ଚୟନ କରାଯିବ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ରାଜକିଶୋର ଜେନା ଜଣାଇଛନ୍ତି ।

କୋରାପୁଟଠାରେ ଖେଲୋ ଇଣ୍ଡିଆ ପ୍ରତିଯୋଗିତା ଆୟୋଜିତ

ତେବେ ସମଗ୍ର କୋରାପୁଟ ଜିଲ୍ଲା ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବା ବେଳେ 14ଟି ବ୍ଲକ ମଧ୍ୟରୁ କେବଳ 7ଟି ବ୍ଲକର ପିଲାଙ୍କୁ ନେଇ କରାଯାଇଥିବା ପ୍ରତିଯୋଗିତା ଉପରେ ପ୍ରଶ୍ନ ଉଠାଇଛନ୍ତି କୋରାପୁଟ ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି ପ୍ରଦୀପ କୁମାର ମହାନ୍ତି । ଗତ କିଛି ବର୍ଷ ଧରି କୋରାପୁଟ ଜିଲ୍ଲାରେ ଜିଲ୍ଲାସ୍ତରୀୟ କ୍ରୀଡା ଆୟୋଜନ ହେଉନଥିବା ବେଳେ ଖେଲୋ ଇଣ୍ଡିଆ ମାଧ୍ୟମରେ ଏହି ଅବହେଳିତ ଜିଲ୍ଲାର ସମସ୍ତ 14ଟି ବ୍ଲକର ଶିଶୁଙ୍କୁ ନ ଖେଳାଇ କେବଳ 7ଟି ବ୍ଲକର ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେବା ଫଳରେ ଆଉ 7ଟି ବ୍ଲକର ପିଲାମାନଙ୍କୁ ଖେଳିବାର ସୁଯୋଗରୁ ବଞ୍ଚିତ କରାଯିବା ପିଲାଙ୍କ ମଧ୍ୟରେ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି କରିବାରେ ଅନ୍ତରାୟ ସୃଷ୍ଟି କରିବ ବୋଲି ସେ ମତ ଦେଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ମାଓ ପ୍ରଭାବିତ କୋରାପୁଟ ଜିଲ୍ଲାର ନାରାୟଣପାଟଣା , ବନ୍ଧୁଗାଁ , ଲାଷ୍ମୀପୁର , ପଟ୍ଟାଙ୍ଗି , ନନ୍ଦପୁର , ଲମତାପୁଟ ଓ ବୈପାରିଗୁଡା ବ୍ଲକ ର ପିଲାଙ୍କୁ ନେଇ କୋରାପୁଟ ଷ୍ଟେଡ଼ିଅମ ଠାରେ ଖେଲୋ ଇଣ୍ଡିଆ ଆୟୋଜିତ ହୋଇଯାଇଛି ।Body:ଏହି ସାତଟି ବ୍ଲକ ର ପିଲାଙ୍କ ମଧ୍ୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ କରିବା ମାଧ୍ୟମରେ ପିଲାଙ୍କୁ ପୁରସ୍କୃତ କରିବା ସହିତ କ୍ରୀଡା ବିଭାଗ ଦ୍ୱାରା ପରିଚାଳିତ କ୍ରୀଡା ଛାତ୍ରାବାସ ପାଇଁ ଉନ୍ନତ ମାନର ପିଲାଙ୍କୁ ଚୟନ କରାଯିବ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ରାଜକିଶୋର ଜେନା ଜଣାଇଛନ୍ତି । ତେବେ ସମଗ୍ର କୋରାପୁଟ ଜିଲ୍ଲା ମାଓ ପ୍ରଭାବିତ ଅଂଚଳ ହୋଇଥିବା ବେଳେ ଚଉଦ ଟି ବ୍ଲକ ମଧ୍ୟରୁ କେବଳ ସାତଟି ବ୍ଲକ ର ପିଲାଙ୍କୁ ନେଇ କରାଯାଇଥିବା ପ୍ରତିଯୋଗିତା ଉପରେ ପ୍ରଶ୍ନ ଉଠାଇଛନ୍ତି କୋରାପୁଟ ଜିଲ୍ଲା କ୍ରିକେଟ ଆସୋସିଏସନ ର ସଭାପତି ପ୍ରଦୀପ କୁମାର ମହାନ୍ତି । ଗତ କିଛି ବର୍ଷ ଧରି କୋରାପୁଟ ଜିଲ୍ଲାରେ ଜିଲ୍ଲା ସ୍ତରୀୟ କ୍ରୀଡା ଆୟୋଜନ ହେଉନଥିବା ବେଳେ ଖେଲୋ ଇଣ୍ଡିଆ ମାଧ୍ୟମରେ ଏହି ଅବହେଳିତ ଜିଲ୍ଲାର ସମସ୍ତ ଚଉଦ ଟି ବ୍ଲକ ର ଶିଶୁଙ୍କୁ ନଖେଳାଇ କେବଳ ସାତଟି ବ୍ଲକ ର ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେବା ଫଳରେ ଆଉ ସାତଟି ବ୍ଲକ ର ପିଲା ମାନଙ୍କୁ ଖେଳିବାର ସୁଯୋଗରୁ ବଂଚିତ କରାଯିବା ପିଲାଙ୍କ ମଧ୍ୟରେ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି କରିବାରେ ଅନ୍ତରାୟ ସୃଷ୍ଟି କରିବ ବୋଲି ସେ ମତ ଦେଇଛନ୍ତି । Conclusion:......
ବାଇଟ : ରାଜକିଶୋର ଜେନା , ଜିଲ୍ଲା କ୍ରୀଡା ଅଧିକାରୀ( Pink shirt)
ବାଇଟ : ପ୍ରଦୀପ ମହାନ୍ତି , ସଭାପତି , କୋରାପୁଟ କ୍ରିକେଟ ଆସୋସିଏସନ
..........
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.