ETV Bharat / state

ଭୁଶୁଡି ଯାଇଥିବା ବ୍ରିଜର ଅନୁଧ୍ୟାନ କଲେ ଉଚ୍ଚସ୍ତରୀୟ ଟିମ୍

କୋରାପୁଟ ବଙ୍ଗଳାଗୁଡା ନିକଟରେ ବ୍ରିଜ ଭୁଶୁଡିବା ଘଟଣାର ଅନୁଧ୍ୟାନ କଲେ ଉଚ୍ଚସ୍ତରୀୟ ଟିମ୍ । ଅଧିକ ପଢନ୍ତୁ

author img

By

Published : Aug 18, 2022, 11:16 AM IST

ଭଙ୍ଗା ବ୍ରିଜ ଅନୁଧ୍ୟାନ ପାଇଁ ପହଞ୍ଚିଲେ ଉଚ୍ଚସ୍ତରୀୟ ଟିମ୍

କୋରାପୁଟ: ବଙ୍ଗଳାଗୁଡା ନିକଟ ୩୨୬ ନମ୍ବର ଜାତୀୟ ରାଜପଥରେ ବ୍ରିଜ ଭୁଶୁଡିବା ଘଟଣାକୁ ଇତିମଧ୍ୟରେ ଦୁଇ ଦିନ ବିତିଛି । ବ୍ରିଜ ଭାଙ୍ଗିବା କାରଣରୁ କୋରାପୁଟ ଓ ରାୟଗଡା ମଧ୍ୟରେ ଗମନାଗମନ ପ୍ରଭାବିତ ହୋଇଛି । ଏହାରି ଭିତରେ ବୁଧବାର ପୂର୍ବାହ୍ନ ସମୟରେ ଭୁଶୁଡି ପଡିଥିବା ଏହି ବ୍ରିଜର ଅନୁଧ୍ୟାନ ପାଇଁ କୋରାପୁଟ ବଙ୍ଗଳାଗୁଡାରେ ପହଞ୍ଚିଛନ୍ତି ଉଚ୍ଚସ୍ତରୀୟ ଟିମ୍ । ଭୁବନେଶ୍ବରରୁ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ମହେଶ ମହାନ୍ତି ଓ କେନ୍ଦ୍ର ମନ୍ତ୍ରାଣାଳୟରୁ ଆଞ୍ଚଳିକ ଅଧିକାରୀ ପ୍ରସନ୍ନ କୁମାର ସେନାପତିଙ୍କ ଏହି ଟିମ୍ ଘଟଣାରେ ତନଖି କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ବର୍ଷାରେ ଭାଙ୍ଗିଲା ପୋଲ, ଯାତାୟତ ବାଧାପ୍ରାପ୍ତ

ବୁଧବାର ପୂର୍ବାହ୍ନ ୧ଟା ସମୟରେ ଏହି ଟିମ୍ ଆସି କୋରାପୁଟରେ ପହଞ୍ଚିବା ପରେ ଘଟଣାସ୍ଥଳକୁ ଯାଇଥିଲେ । ଏହି ଉଚ୍ଚସ୍ତରୀୟ ଟିମ୍‌ ଆପ୍ରୋଚ ରୋଡ ପାଇଁ ଡାଇଗ୍ରାମ କାଟିଥିବା ବେଳେ ସମୟକ୍ରମେ ବ୍ରିଜ୍ ତିଆରି ପାଇଁ ଯୋଜନା କରାଯିବ ବୋଲି ଜଣାପଡିଛି । ପ୍ରକାଶଥାଉ କି, ଭୀଷଣ ବର୍ଷା ଯୋଗୁଁ ମଙ୍ଗଳବାର ରାୟଗଡ଼ା ଜାତୀୟ ରାଜପଥରେ ବଙ୍ଗଳାଗୁଡା ଓ ଲେନ୍ଦିରି ମାଲିଗୁଡ଼ା ମଧ୍ୟରେ ଥିବା ଏହି ବ୍ରିଜ ଭୁଶୁଡି ପଡିଥିଲା ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.