ETV Bharat / state

ବରିଷ୍ଠ ନାଗରିକଙ୍କୁ ଭେଟିଲେ ବିଜେପି ନେତା ମନମୋହନ ସାମଲ - ଜନଜାଗରଣ ଯାତ୍ରା

କୋରାପୁଟରେ ବିଶିଷ୍ଟ ଗବେଷକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉମାକାନ୍ତ ଦାସଙ୍କ ସହ ଧାରା 370 ଉଚ୍ଛେଦ ନେଇ ଆଲୋଚନା କଲେ ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ମନମୋହନ ସାମଲ । ଅଧିକ ପଢ଼ନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Oct 1, 2019, 10:45 PM IST

କୋରାପୁଟ: ବୁଧବାର ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ମନମୋହନ ସାମଲ କୋରାପୁଟ ଗସ୍ତ କରିଥିଲେ । ଏହି ଅବସରରେ ବିଶିଷ୍ଟ ଗବେଷକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉମାକାନ୍ତ ଦାସଙ୍କ ବାସଭବନକୁ ଯାଇ ତାଙ୍କୁ ସମ୍ମାନିତ କରିଥିଲେ । ଏହାସହ ବିଜେପି ଜନଜାଗରଣ ଯାତ୍ରା ନେଇ ତାଙ୍କ ସହ ଆଲୋଚନା କରିଥିଲେ ।

ବରିଷ୍ଠ ନାଗରିକଙ୍କୁ ଭେଟିଲେ ବିଜେପି ନେତା ମନମୋହନ ସାମଲ

ଦୀର୍ଘ ସମୟ ଧରି କୋରାପୁଟର ଇତିହାସ ଓ ଦେଶର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଶିକ୍ଷକ ଦାସଙ୍କ ସହ ଆଲୋଚନା କରିବା ସହ କିଛିଦିନ ପୂର୍ବେ କେନ୍ଦ୍ର ସରକାରଙ୍କ ଦ୍ବାରା ଜମ୍ମୁ ଓ କଶ୍ମୀରରୁ 370 ଧାରା ଉଚ୍ଛେଦ ଉପରେ ମଧ୍ୟ ତାଙ୍କ ମତାମତ ଲୋଡିଥିଲେ । ଏହିପରି ଭାବେ ସାରାଦେଶରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଯୋଜନା ସମ୍ପର୍କରେ ମତ ସଂଗ୍ରହ କରାଯାଉଥିବା ଶ୍ରୀ ସାମଲ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ଆଜି ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବିଜେପି ର ବରିଷ୍ଠ ନେତା ମନମୋହନ ସାମଲ କୋରାପୁଟ ର ବିଶିଷ୍ଟ ଗବେଷକ ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉମାକାନ୍ତ ଦାସ ଙ୍କ ବାସଭବନ କୁ ଯାଇ ସମ୍ମାନିତ କରିଥିଲେ ।Body:ଦୀର୍ଘ ସମୟ ଧରି କୋରାପୁଟର ଇତିହାସ ଓ ଦେଶର ବର୍ତମାନର ସ୍ଥିତି ସମ୍ପର୍କରେ ଶ୍ରୀ ଦାସଙ୍କ ସହ ଆଲୋଚନା ଆରମ୍ଭ କରି କିଛିଦିନ ପୂର୍ବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାମ୍ମୁ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରାଯାଇଥିବା ଘଟଣା ଉପରେ ଶ୍ରୀ ସାମଲ ତାଙ୍କ ମତ ଲୋଡିଥିଲେ ।Conclusion:ଏହିପରିଭାବେ ସାରାଦେଶରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଯୋଜନା ସମ୍ପର୍କରେ ମତ ସଂଗ୍ରହ କରାଯାଉଥିବା ଶ୍ରୀ ସାମଲ ଜଣାଇଛନ୍ତି ।
........
Byte : ମନମୋହନ ସାମଲ , ବିଜେପି ବରିଷ୍ଠ ନେତା
.........
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.