ETV Bharat / state

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ, ମୁଣ୍ଡରେ ଲାଗିଥିଲା 4 ଲକ୍ଷର ପୁରସ୍କାର ରାଶି - koraput latest news

ମୁଖ୍ୟସ୍ରୋତକୁ ଫେରିଲେ ନାରାୟଣପାଟଣା ଏରିଆ କମିଟିର ସକ୍ରିୟ ସଦସ୍ୟ ତୁଳସୀ ଉଲାକା ଓରଫ ସଙ୍ଗୀତା । କୋରାପୁଟ ଏସ୍‌ପି ମୁକେଶ କୁମାର ଭାମୁଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

female-maoist-was-surrendered-at-koraput
ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ, ମୁଣ୍ଡ ପିଛା ଥିଲା 4 ଲକ୍ଷର ପୁରସ୍କାର
author img

By

Published : Mar 28, 2020, 2:52 PM IST

କୋରାପୁଟ: ମାଓବାଦୀଙ୍କ ନାରାୟଣପାଟଣା ଏରିଆ କମିଟିର ସକ୍ରିୟ ସଦସ୍ୟ ତୁଳସୀ ଉଲାକା ଓରଫ ସଙ୍ଗୀତା ଶନିବାର କୋରାପୁଟ ଏସ୍‌ପି ମୁକେଶ କୁମାର ଭାମୁଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ତୁଳସୀଙ୍କ ଉପରେ 4 ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିବା ଏସ୍‌ପି ସୂଚନା ଦେଇଛନ୍ତି ।

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ତୁଳସୀ 2010 ମସିହାରେ ମାଓବାଦୀଙ୍କ ସାଂସ୍କୃତିକ ଗଣନାଟ୍ୟ ମଣ୍ଡଳୀରେ ଯୋଗ ଦେବା ପରେ 303 ବନ୍ଧୁକ ଚାଳନାର ତାଲିମ ପାଇଥିଲା । ତା'ପରେ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମାଓବାଦୀଙ୍କ ନାରକୀୟ କାଣ୍ଡରେ ନିଜକୁ ସାମିଲ କରିଥିଲେ ।

ଏଥିସହ ତୁଳସୀ ନାଁରେ କୋରାପୁଟ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଏସ୍‌ପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.