ETV Bharat / state

Dhauli-Kalinga Mahotsav: ଆସନ୍ତା ୧୦ରୁ ଉନବିଂଶତମ ଧଉଳି-କଳିଙ୍ଗ ମହୋତ୍ସବ

author img

By

Published : Feb 8, 2023, 7:22 AM IST

୧୦ ଫେବୃୟାରୀରୁ ଆରମ୍ଭ ହେବ ଧଉଳି-କଳିଙ୍ଗ ମହୋତ୍ସବ । ଦେଶର ଯୁବକ ସମାଜକୁ ଭାରତୀୟ ସଂସ୍କୃତି,ଐତିହ୍ୟ ଓ ପରମ୍ପରା ବିଷୟରେ ନୃତ୍ୟ ଓ ସଙ୍ଗୀତ ମ।ଧ୍ୟମରେ ସଚେତନ କର।ଇବା ଏହାର ଲକ୍ଷ୍ୟ । ଅଧିକ ପଢନ୍ତୁ

୧୦ ଫେବୃୟାରୀ ରୁ ଆରମ୍ଭ ହେବ ଧଉଳି-କଳିଙ୍ଗ ମହୋତ୍ସବ

ଭୁବନେଶ୍ବର: ୧୦ ଫେବୃଆରୀରୁ ଆରମ୍ଭ ଧଉଳି-କଳିଙ୍ଗ ମହୋତ୍ସବ । 3 ଦିନ ପର୍ଯ୍ୟନ୍ତ ଐତିହାସିକ ଧଉଳି ପ।ଦ ଦେଶରେ ଆୟୋଜିତ ହେବ ୧୯ ତମ ଧଉଳି-କଳିଙ୍ଗ ମହୋତ୍ସବ । ଓଡିଶା ଡ୍ୟାନ୍ସ ଏକାଡେମୀ ଓ ଓଡ଼ିଆ ଭ।ଷ।, ସ।ହିତ୍ୟ ଓ ସଂସ୍କୃତି ବିଭ।ଗ, ଓଡିଶ।ର ସହଯୋଗରେ ଓଡିଶା ସଙ୍ଗୀତ ନ।ଟକ ଏକ।ଡେମୀ, ସଂସ୍କୃତି ମନ୍ତ୍ରଣ।ଳୟ, ଭାରତ ସରକ।ର ଓ ଆର୍ଟ ଭିଜନ, ଭୁବନେଶ୍ଵର ଦ୍ବାରା ଆୟୋଜିତ ହେଉଛି ।

ପ୍ରତିବର୍ଷ ଫେବୃୟାରୀ ମ।ସରେ ଏହି ମହୋତ୍ସବ ବିଶ୍ଵ ପ୍ରସିଦ୍ଧ ଧଉଳି ପ।ହାଡର ପ।ଦ ଦେଶରେ ଅନୁଷ୍ଠିତ ହୋଇଥାଏ । ଦେଶ ବିଦେଶରୁ ଖ୍ୟାତି ସମ୍ପନ୍ନ କଳାକାର ମ।ନେ ନୃତ୍ୟ ଓ ସଙ୍ଗୀତ ମ।ଧ୍ୟମରେ ଏହି ଠ।ରେ ଅବସ୍ଥିତ ଶାନ୍ତି ସ୍ତୂପକୁ ସାକ୍ଷୀ କରି ଶ।ନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରଦାନ କରିଥ।ନ୍ତି । ତେବେ ଧଉଳି-କଳିଙ୍ଗ ମହୋତ୍ସବରେ ନୃତ୍ୟ ଶିଳ୍ପୀମାନେ ଭ।ରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ, ଲୋକ ନୃତ୍ୟ ଏବଂ ଦେଶ ବିଦେଶର ସମର କଳା ପ୍ରଦର୍ଶିତ କରି ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରେରଣ କରିଥ।ଏ । ଏହି ମହୋତ୍ସବର ଆଉ ଏକ ପ୍ରମୁଖ ଲକ୍ଷ୍ୟ ହେଲା ଦେଶର ଯୁବକ ସମାଜ ବିଶେଷ କରି ଛାତ୍ରଛାତ୍ରୀ ମ।ନଙ୍କୁ ଭାରତୀୟ ସଂସ୍କୃତିର ମହାନ ଗୌରବ ଐତିହ୍ୟ ଓ ପରମ୍ପରା ବିଷୟରେ ନୃତ୍ୟ ଓ ସଙ୍ଗୀତ ମ।ଧ୍ୟମରେ ସଚେତନ କରାଇବ ।

ଏହି ସମ୍ମାନ ଓଡିଶା ଡ୍ୟାନ୍ସ ଏକାଡେମୀ, ଭୁବନେଶ୍ଵର ଦ୍ଵାରା ପ୍ରଦତ୍ତ । ଚଳିତ ବର୍ଷର ସମ୍ମ।ନ ପାଇବେ ପ୍ରଖ୍ୟାତ ଓଡିଶୀ କଣ୍ଠଶିଳ୍ପୀ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶ୍ୟାମାମଣି ଦେବୀ । ଗୁରୁ ଗଙ୍ଗ।ଧର ସ୍ମୃତି ସମ୍ମାନ ଓଡିଶା ଡ୍ୟ।ନ୍ସ ଏକାଡ଼େମୀର ପ୍ରତିଷ୍ଠ।ତା ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଉ ଏକ ପ୍ରତିଷ୍ଠିତ ସମ୍ମାନ । ଯାହା ଏକାଡେମୀ ଦ୍ଵାରା ୨୦୧୬ ମସିହାରୁ ଓଡିଶୀ ନୃତ୍ୟ, ସଙ୍ଗୀତ, ନ।ଟକ, ଯନ୍ତ୍ର ସଙ୍ଗୀତ ଓ ଓଡିଶୀ ନୃତ୍ୟ ସହ ଯୋଡିହୋଇ ରହିଥିବା ଅନ୍ୟାନ୍ୟ ସୃଜନ।ତ୍ମକ କ୍ଷେତ୍ରରେ ବିଶିଷ୍ଟ ଶିଳ୍ପୀ ତଥା ଓଡିଶୀ ନୃତ୍ୟକୁ ଦେଶ ବିଦେଶରେ ପ୍ରଚାର ଓ ପ୍ରସ।ର କରିବାରେ ଗୁରୁ ଦ।ୟିତ୍ଵ ନିଭାଇଥିବ। ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯ।ଉଛି ।

ଚଳିତ ବର୍ଷ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମ।ନ ପ।ଉଥିବା ବ୍ୟକ୍ତି ବିଶେଷ ମାନେ ହେଲେ ଯଥାକ୍ରମେ ଗୁରୁ ବଙ୍କିମ ସେଠି, ଖ୍ୟ।ତି ସମ୍ପନ୍ନ ଓଡିଶୀ କଣ୍ଠଶିଳ୍ପୀ ଓ ସଂଯୋଜକ ଗୁରୁ ନିରଞ୍ଜନ ରାଉତ, ପ୍ରଥିତଯଶା ଓଡିଶୀ ନୃତ୍ୟଗୁରୁ ଗୁରୁ ସଚ୍ଚିଦ।ନନ୍ଦ ଦ।ସ, ବିଶିଷ୍ଟ ମର୍ଦ୍ଦଳ ଗୁରୁ ଏବଂ ଗୁରୁ ସଦାଶିବ ପ୍ରଧ।ନ, ପ୍ରତିଷ୍ଠିତ ଛଉ ନୃତ୍ୟଗୁରୁ ଓ ଗବେଷକ । ଏହି ପୁରସ୍କାର ସହ ପ୍ରତ୍ୟେକଙ୍କୁ ସମ୍ମ।ନ ସ୍ୱରୂପ ୨୫,୦୦୦ ଟଙ୍କ।, ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦ।ନ କରାଯ।ଇଥ।ଏ ।

ସଙ୍ଗୀତ ନ।ଟକ ଏକାଡେମୀର ସଭାପତି ପଦ୍ମଶ୍ରୀ ଗୁରୁ ଅରୁଣା ମହାନ୍ତି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସମ୍ମିଳନୀରେ ଅରୁଣା ମହାନ୍ତିଙ୍କ ସମେତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ମହାପାତ୍ର ଓ ପଦ୍ମଶ୍ରୀ ଓଡିଶୀ ଗୁରୁ ଏଲିଆନା ସିତାରିଷ୍ଟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.