ETV Bharat / state

କୋଭିଡ ଷ୍ଟାଫ ନର୍ସଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଅଗ୍ରାଧିକାର ଦାବି - ନର୍ସଷ୍ଟାଫ୍ ସ୍ଥାୟୀ ନିଯୁକ୍ତି ଦାବି

ସରକାର ଘୋଷଣା କରିଥିବା ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦେବା ପାଇଁ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟରତ 67 ଜଣ ନର୍ସ ଦାବି କରିଛନ୍ତି । ଅଧିକ ପଢନ୍ତୁ:

କୋଭିଡ ଷ୍ଟାଫ ନର୍ସଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଅଗ୍ରାଧିକାର ଦାବି

author img

By

Published : Dec 11, 2020, 8:31 PM IST

କୋରାପୁଟ : ଗତ ଆଠ ମାସ ଧରି କୋଭିଡ ଯୋଦ୍ଧା ଭାବେ ନିରନ୍ତର ନିଜର ଦାୟିତ୍ବ ତୁଲାଇଛନ୍ତି ଷ୍ଟାଫ୍ ନର୍ସ ‌। ବର୍ତ୍ତମାନ ସରକାର 6432 ନର୍ସ ପଦ ପୁରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ହେଲେ ନିଯୁକ୍ତି ପ୍ରକ୍ରିୟାରେ ସରକାର କୋଭିଡ ସମୟରେ କାର୍ଯ୍ୟରତ ଷ୍ଟାଫ ନର୍ସ ମାନଙ୍କୁ ଅଗ୍ରାଧିକାର ଦିଆଯାଇ ନଥିବାରୁ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟରତ 67 ଜଣ ନର୍ସ ନିଜର ଦାବି ଉପସ୍ଥାପନ କରିଛନ୍ତି ।

କୋଭିଡ ଷ୍ଟାଫ ନର୍ସଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଅଗ୍ରାଧିକାର ଦାବି

ପ୍ରଥମେ ସେମାନଙ୍କୁ ଅଗ୍ରାଧିକାର ଦେଇ ନିଯୁକ୍ତି ଦେବା ପରେ ଅନ୍ୟମାନଙ୍କୁ ନିଯୁକ୍ତି ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିବା ସେମାନଙ୍କ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି । ଏହି ନର୍ସ ମାନଙ୍କ କାର୍ଯ୍ୟକାଳ ଚଳିତ ମାସ 31 ତାରିଖରେ ସମାପ୍ତ ହେଉଥିବା ଜଣାପଡିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.