ETV Bharat / state

ସ୍ୱଚ୍ଛ ନିର୍ବାଚନ: ଇଭିଏମ ଓ ଭିଭିପାଟ ପାଇଁ ବୁଲିବ ସଚେତନତା ରଥ

ବୁଧବାର ଇଭିଏମ ଓ ଭିଭିପାଟ ସଚେତନତାର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହେବ। କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାର ୨୦୦୦ ଗ୍ରାମରେ ସଚେତନତା ରଥ ପହଞ୍ଚିବ।

author img

By

Published : Mar 6, 2019, 2:31 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

କୋରାପୁଟ: ବୁଧବାର ଇଭିଏମ ଓ ଭିଭିପାଟ ସଚେତନତାର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହେବ। କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାର ୨୦୦୦ ଗ୍ରାମରେ ସଚେତନତା ରଥ ପହଞ୍ଚି ଜନସାଧାରଣଙ୍କ ସହ କଥାବାର୍ତ୍ତା କରି ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଆସିଥିବା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି।

ଚଳିତ ଥର ସଚେତନତା ରଥ ବର୍ତ୍ତମାନ ପର୍ଯ୍ୟନ୍ତ ଅପହଞ୍ଚ ରହିଯାଇଥିବା ଗ୍ରାମ ଗୁଡିକୁ ଯିବା ସହ ପ୍ରଥମ ପର୍ଯ୍ୟାୟରେ ଯାଇସାରିଥିବା ଗ୍ରାମ ଗୁଡିକୁ ମଧ୍ୟ ଦ୍ବିତୀୟଥର ପାଇଁ ଯିବ। ଲୋକଙ୍କୁ ଇଭିଏମ ଓ ଭିଭିପାଟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ମକ୍ ଭୋଟଦାନ କରି ଜନସାଧାରଣଙ୍କୁ ପରୀକ୍ଷାମୂଳକ ଭାବେ ନିଜେ ନିର୍ବାଚନ ପୂର୍ବରୁ ଭୋଟ ଦେବାର ବ୍ୟବସ୍ଥା ସହିତ ଯୋଡି ହୋଇଯିବାର ସୁଯୋଗ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଆସନ୍ତା ୧୦ ତାରିଖ ଦିନ ରାଜନୈତିକ ନେତୃବୃନ୍ଦଙ୍କୁ ମଧ୍ୟ ଇଭିଏମ ଓ ଭିଭିପାଟ ସମ୍ପର୍କରେ ସଚେତନ କରାଯିବାର କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:Body:

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.