ETV Bharat / state

ବିବାଦୀୟ ମନ୍ତବ୍ୟ ପାଇଁ ଆମ୍ବାଗୁଡା ଆଉଟପୋଷ୍ଟ ଏସଆଇ ନିଲମ୍ବିତ

ନିଲମ୍ବିତ ହୋଇଛନ୍ତି ଜୟପୁର ସଦର ଥାନା ଅନ୍ତର୍ଗତ ଆମ୍ବାଗୁଡା ଆଉଟ ପୋଷ୍ଟର ସବ ଇନ୍ସପେକ୍ଟର ନାରାୟଣ ପଟ୍ଟନାୟକ । ଅଧିକ ପଢନ୍ତୁ...

author img

By

Published : Feb 6, 2020, 10:43 PM IST

Koraput SP suspends ambaguda outpost si, koraput latest news, si suspended in koraput, କୋରାପୁଟରେ ଏସଆଇ ନିଲମ୍ବିତ, କୋରାପୁଟ ଲାଟେଷ୍ଟ ନ୍ୟୁଜ୍‌, ଆମ୍ବାଗୁଡା ଆଉଟପୋଷ୍ଟ ଏସଆଇଙ୍କୁ ନିଲମ୍ବନ କଲେ କୋରାପୁଟ ଏସପି
ଆପତ୍ତିଜନକ ମନ୍ତବ୍ୟ ପାଇଁ ଆମ୍ବାଗୁଡା ଆଉଟପୋଷ୍ଟ ଏସଆଇ ନିଲମ୍ବିତ

କୋରାପୁଟ: ନିଲମ୍ବିତ ହୋଇଛନ୍ତି ଜୟପୁର ସଦର ଥାନା ଅନ୍ତର୍ଗତ ଆମ୍ବାଗୁଡା ଆଉଟ ପୋଷ୍ଟର ସବ ଇନ୍ସପେକ୍ଟର ନାରାୟଣ ପଟ୍ଟନାୟକ । ଆପତ୍ତିଜନକ ମନ୍ତବ୍ୟ ଓ ତଥ୍ୟ ଆଧାରରେ ନାରାୟଣଙ୍କୁ ନିଲମ୍ବନ କରିଛନ୍ତି କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ ।

ଏନେଇ ମୁକେଶ ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି । ସେପଟେ ଘଟଣା ସମ୍ପର୍କରେ ମୁକେଶଙ୍କ ସହ ସିଧାସଳଖ ଯୋଗାଯୋଗ ହୋଇପାରିନଥିବାରୁ ନିଲମ୍ବନର ପ୍ରକୃତ କାରଣ ସ୍ପଷ୍ଟ ଜଣା ପଡିପାରି ନାହିଁ ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Intro:ଆଜି କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ ଜୟପୁର ସଦର ଥାନା ଅନ୍ତର୍ଗତ ଆମ୍ବାଗୁଡା ଆଉଟପୋଷ୍ଟ ର ସବ ଇନ୍ସପେକ୍ଟର ନାରାୟଣ ପଟ୍ଟନାୟକଙ୍କୁ ନିଲମ୍ବିତ କରିଛନ୍ତି ।Body:ଏହି ସଂକ୍ରାନ୍ତରେ ଶ୍ରୀ ଭାମୁ ତାଙ୍କ ଟ୍ୱିଟ ରେ ଜଣାଇଛନ୍ତି ଯେ ଶ୍ରୀ ପଟ୍ଟନାୟକଙ୍କ ବିରୁଦ୍ଧରେ ଆସିଥିବା କିଛି ଆପତ୍ତିଜନକ ମନ୍ତବ୍ୟ ଓ ତଥ୍ୟ ଆଧାରରେ ତାଙ୍କୁ ନିଲମ୍ବନ କରାଯାଇଛି । ତେବେ ଶ୍ରୀ ଭାମୁଙ୍କ ସହ ଏ ସମ୍ପର୍କରେ ସିଧାସଳଖ ଯୋଗାଯୋଗ ହୋଇପାରିନଥିବା ଯୋଗୁଁ ବାସ୍ତବ କାରଣ ସ୍ପଷ୍ଟ ହୋଇପାରିନାହିଁ । Conclusion:ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.