ETV Bharat / state

କୋରାପୁଟରେ କଦଳୀ ବୋଝେଇ ଟ୍ରକରୁ 3 କ୍ବିଣ୍ଟାଲ ଗଞ୍ଜେଇ ଜବତ

author img

By

Published : Jul 16, 2020, 3:49 AM IST

କୋରାପୁଟ ସହରରୁ ମାତ୍ର 6 କିଲୋମିଟର ଦୂର ଲାଣ୍ଡିଗୁଡାରେ 3 କ୍ବିଣ୍ଟାଲ ଗଞ୍ଜେଇ ଜବତ । କଦଳୀ ବୋଝେଇ ଗାଡିରେ ହେଉଥିଲା ଗଞ୍ଜେଇ ଚାଲାଣ । ଅଧିକ ପଢନ୍ତୁ...

କୋରାପୁଟରେ କଦଳୀ ବୋଝେଇ ଟ୍ରକରୁ 3 କ୍ବିଣ୍ଟାଲ ଗଞ୍ଜେଇ ଜବତ
କୋରାପୁଟରେ କଦଳୀ ବୋଝେଇ ଟ୍ରକରୁ 3 କ୍ବିଣ୍ଟାଲ ଗଞ୍ଜେଇ ଜବତ

କୋରାପୁଟ: ସହରରୁ ମାତ୍ର 6 କିଲୋମିଟର ଦୂର ଲାଣ୍ଡିଗୁଡା ନିକଟରେ କଦଳୀ ବୋଝେଇ ଟ୍ରକରୁ 3 କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି କୋରୋପୁଟ ପୋଲିସ । ମଧ୍ୟପ୍ରଦେଶର ଦୁଇ ଜଣ ବ୍ୟକ୍ତି ଏହି ଟ୍ରକରେ ସାଲୁରରୁ କଦଳୀ ବୋଝେଇ କରି ରାୟପୁର ଅଭିମୁଖେ ଯାଉଥିବା କୋରାପୁଟ ଟାଉନ ଥାନାଧିକାରୀ ପୀତବାସ ଧାରୁଆ ସୂଚନା ଦେଇଛନ୍ତି ।

କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ନିକଟରେ ଜଣେ ଯୁବକ ଏହି ଗଞ୍ଜେଇ ବସ୍ତା ସହ ସେ ଦୁଇ ଜଣଙ୍କୁ 50 ହଜାର ଟଙ୍କା ଦେଇଥିଲା । ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଏହି ଟ୍ରକ ସମେତ, ଗଞ୍ଜେଇ ଓ ଟଙ୍କାକୁ ଜବତ କରିଛି । ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଡ୍ରାଇଭର ଓ କ୍ଲିନରକୁ ଗିରଫ କରାଯାଇଥିବା ଥାନାଧିକାରୀ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ସାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.