କୋରାପୁଟ: ସେମିଳିଗୁଡା ପୋଲିସ ଶୁକ୍ରବାର ଜାତୀୟ ରାଜପଥ ଉପର ମାଳିଡୋଳିଆମ୍ବ ଛକରେ ଛତିଶଗଡ଼ ରେଜିଷ୍ଟ୍ରେସନ ଥିବା ଏକ ଛ ଚକିଆ ଟ୍ରକ ମଧ୍ୟରୁ 16.4 କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ।
ତେବେ ଏହି ଟ୍ରକର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଥିବା ସମର୍ଥ ହୋଇଥିବା ସେମିଳିଗୁଡା ଥାନା ଅଧିକାରୀ ଧୀରେନ ବେହେରା ସୂଚନା ପ୍ରଦାନ କରିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ