ETV Bharat / state

ଯୁବକଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଜାରି

author img

By

Published : Dec 15, 2020, 11:09 AM IST

ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଏନଏସି ସାମନ୍ତରାୟପୁରର ଦୟାନିଧି ତ୍ରିପାଠୀ ନାମକ ଯୁବକ ଆତ୍ମହତ୍ୟା କରିଛନ୍ତି । ଘଟଣାର ପୋଲିସ ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ଯୁବକଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଜାରି
ଯୁବକଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଜାରି

ଖୋର୍ଦ୍ଧା: ଜିଲ୍ଲାର ବାଲୁଗାଁ ଏନଏସି ସାମନ୍ତରାୟପୁର ସାହି ଜଗଦୀଶ ତ୍ରିପାଠୀଙ୍କ ପୁଅ ଦୟାନିଧି ତ୍ରିପାଠୀ (କୁନା) ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ହୟାନିଧି ତ୍ରିପାଠୀଙ୍କର ଏପରି ନିଷ୍ପତିର କାରଣ ଜଣାପଡିନାହିଁ ।

ଯୁବକଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଜାରି

ସୂଚନାଅନୁସାରେ,ସାମନ୍ତରାୟପୁର ସାହିର ଦୟାନିଧି ତ୍ରିପାଠୀ (41) ଆତ୍ମହତ୍ୟା କରିଥିବା ଜଣାପଡିଛି । ତାଙ୍କୁ ପ୍ରଥମେ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାର ଖବର ପାଇ ବାଲୁଗାଁ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଛି । ତେବେ ଦୟାନିଧୀ ଆତ୍ମହତ୍ୟା ନେଇ କଣ କାରଣ ରହିଛି ତାହା ସ୍ଫଷ୍ଟ ହୋଇନହିଁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.