ETV Bharat / state

କେବଳ ଔଷଧ ନୁହେଁ, ରୋଗକୁ ମୂଳପୋଛ କରିବ ଫିଜିଓଥେରାପି - ସେପ୍ଟେମ୍ବର 8 ବିଶ୍ବ ଫିଜିଓଥେରାପି ଦିବସ

ଆଜି ହେଉଛି ବିଶ୍ବ ଫିଜିଓଥେରାପି ଦିବସ । ଏହି ଅବସରରେ  ଶହ ଶହ ଫିଜିଓଥେରାପି ଛାତ୍ରଛାତ୍ରୀ ଭୁବନେଶ୍ବର  ରାମ ମନ୍ଦିର ଠାରୁ ରୂପାଲି ଛକ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବାହାରି ଲୋକଙ୍କୁ ଫିଜିଓଥେରାପି ବିଷୟରେ ସଚେତନ କରାଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 8, 2019, 2:12 PM IST

ଭୁବନେଶ୍ବର: ରାଜଧାନୀରେ ପାଳନ ହୋଇଯାଇଛି ବିଶ୍ବ ଫିଜିଓଥେରାପି ଦିବସ । ଏଥିରେ ଭାଗ ନେଇଛନ୍ତି ଶହ ଶହ ଫିଜିଓଥେରାପି ଛାତ୍ରଛାତ୍ରୀ । ଭୁବନେଶ୍ବର ରାମ ମନ୍ଦିର ଠାରୁ ରୂପାଲି ଛକ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବାହାରି ଲୋକଙ୍କୁ ଫିଜିଓଥେରାପି ବିଷୟରେ ସଚେତନ କରାଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ପ୍ରତ୍ୟେକ ବର୍ଷ 1996ରୁ ସେପ୍ଟେମ୍ବର 8କୁ ବିଶ୍ବ ଫିଜିଓଥେରାପି ଦିବସ ଭାବରେ ପାଳନ କରାଯାଏ । ଏବେ ବି ଅନେକ ରୋଗ ଅଛି, ଯାହା ଔଷଧ ନୁହେଁ ଫିଜିଓଥେରାପି ଦ୍ବାରା ମୂଳପୋଛ କରିହେବ ବୋଲି ଛାତ୍ରଛାତ୍ରୀ ରାଜଧାନୀବାସୀଙ୍କୁ ଅବଗତ କରାଇଛନ୍ତି । ଏହି ଶୋଭାଯାତ୍ରାରେ ମହିଳା କ୍ରିକେଟ ଦଳର ବୋଲର ରୋଶନାରା ପରବିନ, ଫୁଟବଲ ଖେଳାଳୀ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିବା ସୂଚନା ରହିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଭୁବନେଶ୍ୱର ରେ ପାଳନ ହେଲା ୱାଡ଼ ଫିଜିଓ ଫିଜିଓଥେରାପି ଡେ। ଭାଗ ନେଲେ ଶହ ଶହ ଫିଜିଓ ଥେରାପି ଛାତ୍ରଛାତ୍ରୀ। ଭୁବନେଶ୍ୱର ରାମ ମନ୍ଦିର ଠାରୁ ରୂପାଲି ଛକ ପର୍ଯ୍ୟନ୍ତ ଏକ ଶେଭାଯାତ୍ରା ରେ ବାହାରି ଲୋକଙ୍କୁ ସଚେତନ କରାଇଥିଲେ। ଏବେ ବି ଅନେକ ରେଗ ଆଛି ଯାହା ଡାକ୍ତରୀ ଔଷଧ ରେ ଭଲ ହୁଏ ନାହିଁ କିନ୍ତୁ ଫିଜିଓଥେରାପି ଦ୍ୱାରା ସେ ସବୁ ରେଗ କି ସମ୍ପୁର୍ଣ୍ଣ ମୂଳ ପେଛ କରି ହେବ ବୋଲି ଛାତ୍ର ଛାତ୍ରୀ ରାଜଧାନୀ ବାସି ଙ୍କୁ ଅବଗତ କରାଇ ଥିଲେ। ଏହି ଶେଭାଯାତ୍ରା ରେ ମହିଳା କ୍ରିକେଟ ଦଳ ର ବୋଲର ରେଶନାରା ପରବିନ, ଫୁଟବଲ ଖେଳାଳି ଶ୍ରଦ୍ଧାଜଳି ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ। ଏଠି ସୂଚନା ଥାଉ କି 1996 ରୁ ସେପ୍ଟେମ୍ବର 8 ତାରିଖ କୁ ୱ।ଲଡ଼ ଫିଜିଓଥେରାପି ଡେ ଭାବରେ ପାଳନ କରାଯାଏ।Body:ଭୁବନେଶ୍ୱର ରେ ପାଳନ ହେଲା ୱାଡ଼ ଫିଜିଓ ଫିଜିଓଥେରାପି ଡେ। ଭାଗ ନେଲେ ଶହ ଶହ ଫିଜିଓ ଥେରାପି ଛାତ୍ରଛାତ୍ରୀ। ଭୁବନେଶ୍ୱର ରାମ ମନ୍ଦିର ଠାରୁ ରୂପାଲି ଛକ ପର୍ଯ୍ୟନ୍ତ ଏକ ଶେଭାଯାତ୍ରା ରେ ବାହାରି ଲୋକଙ୍କୁ ସଚେତନ କରାଇଥିଲେ। ଏବେ ବି ଅନେକ ରେଗ ଆଛି ଯାହା ଡାକ୍ତରୀ ଔଷଧ ରେ ଭଲ ହୁଏ ନାହିଁ କିନ୍ତୁ ଫିଜିଓଥେରାପି ଦ୍ୱାରା ସେ ସବୁ ରେଗ କି ସମ୍ପୁର୍ଣ୍ଣ ମୂଳ ପେଛ କରି ହେବ ବୋଲି ଛାତ୍ର ଛାତ୍ରୀ ରାଜଧାନୀ ବାସି ଙ୍କୁ ଅବଗତ କରାଇ ଥିଲେ। ଏହି ଶେଭାଯାତ୍ରା ରେ ମହିଳା କ୍ରିକେଟ ଦଳ ର ବୋଲର ରେଶନାରା ପରବିନ, ଫୁଟବଲ ଖେଳାଳି ଶ୍ରଦ୍ଧାଜଳି ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ। ଏଠି ସୂଚନା ଥାଉ କି 1996 ରୁ ସେପ୍ଟେମ୍ବର 8 ତାରିଖ କୁ ୱ।ଲଡ଼ ଫିଜିଓଥେରାପି ଡେ ଭାବରେ ପାଳନ କରାଯାଏ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.