ETV Bharat / state

ସ୍ବାସ୍ଥ୍ୟକେନ୍ଦ୍ର ମରାମତି ଦାବିରେ ଗ୍ରାମବାସୀଙ୍କ ଆମରଣ ଅନଶନ

ଖୋର୍ଦ୍ଧା ଉପକଣ୍ଠ ଉଇଲ-କିଲଶନ ନଗରରେ ଥିବା ସ୍ବାସ୍ଥ୍ୟଉପକେନ୍ଦ୍ରର ମରାମତି ଦାବିରେ ଆମରଣ ଅନଶନରେ ବସିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ଗ୍ରାମବାସୀଙ୍କ ଆମରଣ ଅନଶନ
ଗ୍ରାମବାସୀଙ୍କ ଆମରଣ ଅନଶନ
author img

By

Published : Mar 4, 2021, 4:59 PM IST

ଖୋର୍ଦ୍ଧା: ସ୍ବାସ୍ଥ୍ୟକେନ୍ଦ୍ର ମରାମତି ଦାବି ନେଇ ଆମରଣ ଅନଶନରେ ବସିଲେ ଗ୍ରାମବାସୀ । ଖୋର୍ଦ୍ଧା ଉପକଣ୍ଠ ଉଇଲ-କିଲଶନ ନଗରରେ ଥିବା ସ୍ବାସ୍ଥ୍ୟ ଉପକେନ୍ଦ୍ରର ରହିଛି ଦୟନୀୟ ସ୍ଥିତି । ଯାହାକୁ ଆଜି(ଗୁରୁବାର) ବିରୋଧ କରି ସ୍ବାସ୍ଥ୍ୟକେନ୍ଦ୍ର ମରାମତି ଦାବିରେ ଆମରଣ ଅନଶନରେ ବସିଛନ୍ତି ଗ୍ରାମବାସୀ ।

ଗ୍ରାମବାସୀଙ୍କ ଆମରଣ ଅନଶନ

ସ୍ବାସ୍ଥ୍ୟକେନ୍ଦ୍ରର ଗୃହ ନିର୍ମାଣ ପାଇଁ ଦୀର୍ଘଦିନ ହେବ ଗ୍ରାମବାସୀଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କୁ ସ୍ଥାନୀୟ ବାସିନ୍ଦା ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳିନି ।

ଫଳରେ ଆଜି ଟାଙ୍ଗିଆପଡା ସରପଞ୍ଚଙ୍କ ସମେତ ଉଇଲକିଶନ ନଗର ବାସିନ୍ଦା ଉପ-ସାସ୍ଥ୍ୟ କେନ୍ଦ୍ରର ତୁରନ୍ତ ନିର୍ମାଣ ଦାବିରେ ଖୋର୍ଦ୍ଧା ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିଷରରେ ଆମରଣ ଅନଶନରେ ବସିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅମରଣ ଅନଶନ ଜାରି ରହିବ ବୋଲି ଟାଙ୍ଗିଆପଡା ସରପଞ୍ଚ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.