ETV Bharat / state

5G Services in Odisha: ଆଜିଠୁ ରାଜ୍ୟରେ ଆରମ୍ଭ ହେବ 5G ସେବା

author img

By

Published : Jan 4, 2023, 11:03 PM IST

Updated : Jan 5, 2023, 7:05 AM IST

ରାଜ୍ୟରେ 5G ସେବା ପାଇଁ ବର୍ତ୍ତମାନ ସୁଦ୍ଧା ୫୧୦ଟି BTS ବା ବେସ ଟ୍ରାନ୍ସିଭର ଷ୍ଟେସନ ଇନଷ୍ଟଲ ହୋଇଛି । 5G ସେବା ମିଳିଲେ ଇଣ୍ଟରନେଟ ଜଗତରେ ବ୍ୟାପକ ପରିବର୍ତ୍ତନ ହେବ । ଶିକ୍ଷା, ସ୍ୱାସ୍ଥ୍ୟ, ଓ ବ୍ୟାଙ୍କି, ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ, ବିଭିନ୍ନ ସଂସ୍ଥା ଆଦି କ୍ଷେତ୍ରରେ ବଡଧରଣର ପରିବର୍ତ୍ତନ ଆଣିବ । ଅଧିକ ପଢନ୍ତୁ

Etv Bharat5G Services in Odisha: ଗୁରୁବାର ଠାରୁ ରାଜ୍ୟରେ ଆରମ୍ଭ ହେବ 5G ସେବା

ଭୁବନେଶ୍ବର: ଆଜି (ଗୁରୁବାର) ଓଡିଶାରେ ଆରମ୍ଭ ହେବ 5G ସେବା (5G Services in Odisha) । ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉଦଘାଟନ କରିବେ କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (Union Minister AshwiniVaishnaw ) । ପ୍ରାଥମିକ ପର୍ଯ୍ୟାୟରେ କେବଳ ଦ୍ବୌତ ନଗରରେ 5G ସେବା ଉପଲବ୍ଧ ହେବ । ପରେ ସହାରାଞ୍ଚଳ ଓ ଧୀରେ ଧୀରେ ସାରା ରାଜ୍ୟର ଗ୍ରାମାଞ୍ଚଳରେ ସେବା ଉପଲବ୍ଧ ହେବ । ଏଥି ପାଇଁ ଆବଶ୍ୟକ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ଘରୋଇ ଅପରେଟର ରିଲାଏନ୍ସ ଜିଓ ଏବଂ ଏୟାରଟେଲକୁ ଅନୁମତି ମିଳିଛି ।

ରାଜ୍ୟରେ 5G ସେବା ପାଇଁ ବର୍ତ୍ତମାନ ସୁଦ୍ଧା ୫୧୦ଟି BTS ବା ବେସ ଟ୍ରାନ୍ସିଭର ଷ୍ଟେସନ ଇନଷ୍ଟଲ ହୋଇଛି । 5G ସେବା ମିଳିଲେ ଇଣ୍ଟରନେଟ ଜଗତରେ ବ୍ୟାପକ ପରିବର୍ତ୍ତନ ହେବ । ଶିକ୍ଷା, ସ୍ୱାସ୍ଥ୍ୟ ଓ ବ୍ୟାଙ୍କି, ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ, ବିଭିନ୍ନ ସଂସ୍ଥା ଆଦି କ୍ଷେତ୍ରରେ ବଡଧରଣର ପରିବର୍ତ୍ତନ ଆଣିବ ।

ଆଜି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି 5G ସେବା ଉଦଘାଟନ ହେବ । ଏତତ ବ୍ୟତୀତ ରାଜ୍ୟର ଗ୍ରାମାଞ୍ଚଳ ପାଇଁ ୧୦୦ଟି 4G ଟାୱାର ମଧ୍ୟ ଲୋକାର୍ପଣ ହେବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 5, 2023, 7:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.