ETV Bharat / state

ଚିଲିକାରୁ 12 ମୃତ ବିଦେଶୀ ପକ୍ଷୀ ଉଦ୍ଧାର, 2 ଶିକାରୀ ଗିରଫ

ଶୀତଦିନେ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ । ଠିକ୍ ଏହି ସମୟରେ ପକ୍ଷୀ ଶିକାରୀ ମଧ୍ୟ ତତ୍ପର ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Nov 9, 2020, 3:58 PM IST

12 ମୃତ ବିଦେଶୀ ପକ୍ଷୀ ସହ 2 ଶିକାରୀ ଗିରଫ
12 ମୃତ ବିଦେଶୀ ପକ୍ଷୀ ସହ 2 ଶିକାରୀ ଗିରଫ

ଖୋର୍ଦ୍ଧା: ଶୀତଦିନେ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ । ଠିକ୍ ଏହି ସମୟରେ ପକ୍ଷୀ ଶିକାରୀ ମଧ୍ୟ ତତ୍ପର ହୋଇଛନ୍ତି । ଶିକାରକୁ ରୋକିବା ପାଇଁ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ତରଫରୁ ସୁରକ୍ଷା କ୍ୟାମ୍ପ ଗଠନ ହୋଇଥିଲେ ସୁଦ୍ଧା ଶିକାରୀ ମାନେ ସୁଯୋଗ ଖୋଜିବାରେ ବ୍ୟସ୍ତ ।

12 ମୃତ ବିଦେଶୀ ପକ୍ଷୀ ସହ 2 ଶିକାରୀ ଗିରଫ

ଆଜି ଟାଙ୍ଗୀ ରେଞ୍ଜର ଏବଂ କର୍ମଚାରୀ ପକ୍ଷୀ ଶିକାର ଖବର ପାଇ ରେଞ୍ଜ ଅଧୀନ ଜୋଛିଆ କ୍ୟାମ୍ପ ଆଳିପଡା ନାଳ ନିକଟରୁ 2 ଜଣ ଶିକାରୀଙ୍କୁ ଗିରଫ କରିବା ସହିତ ୧୨ଟି ମୃତ ଲାର୍ଜ ହୁଇଷ୍ଟିଲିଙ୍ଗ ଟିଲ୍ ପକ୍ଷୀ ଜବତ କରିଛନ୍ତି। ଶିକାରୀ ଦ୍ବୟ ନିକଟସ୍ଥ ଅଳିପଡା ଗ୍ରାମର ଗୁରୁକୁମାର ରାଉତ ଏବଂ ଫକୀର ରାଉତ । ସେମାନେ ବିଷ ଦେଇ ପକ୍ଷୀ ଶିକାର କରୁଥିଲେ। ଏନେଇ ସୂଚନା ଦେଇଛନ୍ତି ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜର ଚୂଡାରାଣୀ ମୁର୍ମୁ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.