ETV Bharat / state

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ, ଉଭୟ ଗୋଷ୍ଠୀରୁ 6 ଆହତ

author img

By

Published : Apr 1, 2021, 11:36 AM IST

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ । ଉଭୟ ଗୋଷ୍ଠୀରୁ ଛଅ ଆହତ । ପୋଲିସ ଉଭୟ ଗୋଷ୍ଠୀକୁ ଥାନାରେ ନେଇ ଅଟକ ରଖିଛି । ଅଧିକ ପଢନ୍ତୁ...

two family fight 6 injured in khurdha
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ, ଉଭୟ ଗୋଷ୍ଠୀରୁ 6 ଆହତ

ଖୋର୍ଦ୍ଧା: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହଣାକଟା । ଉଭୟ ଗୋଷ୍ଠୀରୁ ଛଅ ଆହତ । ପୋଲିସ ଉଭୟ ଗୋଷ୍ଠୀକୁ ଥାନାରେ ନେଇଛି ।

ଖୋର୍ଦ୍ଧା ଜିଲ୍ଲା ସିମର ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ହଣାକଟା ହୋଇଛନ୍ତି । ଉଭୟ ଗୋଷ୍ଠୀରୁ ଛଅ ଆହତ ହୋଇଛନ୍ତି । ଦୁଇ ପରିବାର ମଧ୍ୟରେ ହଣାକଟା ହୋଇ ଛଅ ଆହତ । ସେମାନଙ୍କ ମଧ୍ୟରୁ ଦୁଇ ଗୁରୁତର ହୋଇ ଭୁବନେଶ୍ବର ଏମସ ସ୍ଥାନାନ୍ତର କରାଯାଇଛି । ଏହାପରେ ଘଟଣାସ୍ଥଳରେ ବାଘମାରି ପୋଲିସ ଉଭୟ ଗୋଷ୍ଠୀଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.