ETV Bharat / state

ଟ୍ରକ ଓଲଟି ମେକାନିକ ମୃତ

ଟ୍ରକ ମରାମତି କରିବା ସମୟରେ ଓଲଟିଲା ଟ୍ରକ । ମେକାନିକ ମୃତ, ଟ୍ରକ ଚାଳକ ଗୁରୁତର ।

author img

By

Published : Mar 19, 2019, 12:59 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଜିଲ୍ଲାର ଦଧିମାଛଗାଡ଼ିଆ ଟାଙ୍ଗେଣୀ ଛକ ନିକଟରେ ଏକ ପଥର ବୋଝେଇ ହାଇୱା ଟ୍ରକ ଓଲଟି ଜଣେ ମୃତ ଓ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ପୋଲିସର ତଦନ୍ତ ଜାରି।

ମଙ୍ଗଳବାର ସକାଳେ ପଥର ବୋଝେଇ ଏକ ହାଇୱା ଟ୍ରକ ଟାଙ୍ଗେଣୀ ନିକଟ ରାସ୍ତାରେ ଖରାପ ହୋଇଥିଲା, ଗଡମାଣିତ୍ରୀ ଗ୍ରାମର ମେକାନିକ ରାମ ସୁନ୍ଦରାୟ ଗାଡିକୁ ଠିକ କରୁଥିଲେ। ଏହି ସମୟରେ କୌଣସି କାରଣବଶତଃ ଟ୍ରକଟି ତାଙ୍କ ଉପରେ ଓଲଟି ପଡିବାରୁ ଘଟଣା ସ୍ଥଳରେ ହିଁ ରାମଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ଟ୍ରକ ଚାଳକ ଗୁରୁତର ଆହତ ହୋଇ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ସେପଟେ ଘଟଣା ସମ୍ପର୍କରେ ଖବର ପାଇ ଖୋର୍ଦ୍ଧା ସଦର ଥାନା ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Slug,, ଓଡିଶା ନିର୍ମାଣ ମଯଦୁର ସଙ୍ଘ , avb, puri,17।3।19

Anc,, ଓଡିଶା ନିର୍ମାଣ ମଜଦୁର ସଙ୍ଘ ର ରାଜ୍ୟ କାର୍ଯ୍ୟକାରିଣୀ ପୁରୀ ରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିର୍ମାଣ ଶ୍ରମିକଙ୍କ ସମସ୍ୟା , ଓ ଅଗାମିଦିନର କିଭଳି ଏହି ସମସ୍ୟା ସମାଧାନ ହୋଇ ପରିବ ସେ ନେଇ ଆଲୋଚନା ହୋଇଥିଲା।ଏହା ସହ ଆସନ୍ତା ସାଧାରଣ ନିର୍ବାଚନରେ 22 ଲକ୍ଷ ନିର୍ମାଣ ଶ୍ରମିକ କିପରି ରାଜିନିନୀତି ରେ ଭାଗ ନେଇ ପାରିବେ ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଅସଙ୍ଗଠିତ ଶ୍ରମିକ ଙ୍କୁ ପରିଚୟପତ୍ର ପ୍ରଦାନ, ପେନସନ ବ୍ୟବସ୍ଥା ,ମୃତ୍ୟୁ କାଳୀନ2 ଲକ୍ଷ ଟଙ୍କା ସହାୟତା ,ବିବାହ ପାଇଁ 50 ହଜାର ଟଙ୍କା ସହାୟତା ରାଶି ଘୋଷଣା ନେଇ ରାଜ୍ୟ ସରକାର ଙ୍କୁ ସଙ୍ଘ ପକ୍ଷରୁ ସ୍ୱାଗତ କରାଯାଇଛି। ରାଜ୍ୟ ସଭାପତି କୃଷ୍ନ ଚନ୍ଦ୍ର ପାତ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସମସ୍ତ ସଦସ୍ୟ ଓ କର୍ମକର୍ତା ଉପସ୍ଥିତ ରହିଥିଲେ। 

ବାଇଟ , ରାଜେନ୍ଦ୍ର ଦାସ , ସାଧାରଣ ସମ୍ପାଦକ , ଓଡିଶା ନିର୍ମାଣ ମଯଦୁର ସଙ୍ଘ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Ftp ଏହି avb ର ଭିଜୁଆଲ ବାଇଟ ଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.