ଖୋର୍ଦ୍ଧା: ଅଶୋକ ବେହେରାଙ୍କ ବୟସ ହେଉଛି ୪୨ ବର୍ଷ । ଘରେ ସ୍ତ୍ରୀ, ଦୁଇଟି ଛୋଟ ଛୋଟ ପିଲା ଓ ବିଧବା ମା । ଯାହା କିଛି ରୋଜଗାର କରୁଥିଲା କଷ୍ଟେ ମଷ୍ଟେ ଚଳି ଯାଉଥିଲା ପରିବାର କିନ୍ତୁ, ଦଇବ ଦାଉ ସାଧିଲା । କିଡନୀ ରୋଗରେ ଆକ୍ରାନ୍ତ ହୋଇ ଅଶୋକ ବର୍ତ୍ତମାନ ଶଯ୍ୟାଶାୟୀ । ପାଖରେ ବିଧବା ମା, ଛୁଆ, ସ୍ତ୍ରୀ ବସି ରହି କେବଳ ଭାଗ୍ୟକୁ ନିନ୍ଦି ଲୁହ ଗଡାଉଛନ୍ତି । ଏପଟେ ଚୁଲି ଜଳୁନି, ଭୋକ ଉପାସରେ ରହି ସ୍ୱାମୀକୁ ଭଲ କରିବାକୁ ସ୍ତ୍ରୀ ଶକୁନ୍ତଳା ଏ ମେଡିକାଲରୁ ସେ ମେଡିକାଲକୁ ଦୌଡି ଦୌଡ଼ି ସର୍ବସ୍ବାନ୍ତ ହୋଇ ଶେଷରେ ସରକାରୀ ସହାୟତା ପାଇଁ ଗୁହାରି କରିଛନ୍ତି ।
କିଡନୀ ରୋଗରେ ଶଯ୍ୟାଶାୟୀ ସ୍ୱାମୀକୁ ବଞ୍ଚାଇବାକୁ ସ୍ତ୍ରୀର ଗୁହାରି
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବଡ଼ବେରେଣା ଗ୍ରାମର ଅଶୋକ ବେହେରା କିଡନୀ ରୋଗରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ଶଯ୍ୟାଶାୟୀ । ଘରେ ସ୍ତ୍ରୀ, ଦୁଇଟି ଛୋଟ ଛୋଟ ପିଲା ଓ ବିଧବା ମା । ଅଧିକ ପଢନ୍ତୁ...