ETV Bharat / state

ମାନବବାଦ ସଂଗଠନ ମୁଖ୍ୟଙ୍କ ଭିଡିଓ ଭାଇରାଲ, ମୁଣ୍ଡିଆ ମାରୁଛନ୍ତି ପ୍ରଭାବଶାଳୀ ନେତା

author img

By

Published : Aug 29, 2021, 11:37 AM IST

ବାପ ପୁଅଙ୍କୁ ମାଡ଼ ଘଟଣା । ମାନବବାଦ ସଂଗଠନର ମୁଖିଆ ମାନସ ଦାସଙ୍କ ଭିଡ଼ିଓ ଭାଇରାଲ । ପ୍ରଭାବଶାଳୀ ନେତାଙ୍କ ନିକଟତର ହୋଇଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ପଛଘୁଞ୍ଚା ଦେଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ମାନବବାଦ ସଂଗଠନର ମୁଖ୍ୟଙ୍କ ଭିଡିଓ ଭାଇରାଲ; ପ୍ରଭାବଶାଳୀ ନେତାଙ୍କ ସହ ରହିଛି ଲିଙ୍କ

ଖୋର୍ଦ୍ଧା: ମାନବବାଦ ସଂଗଠନର ମୁଖିଆ ମାନସ ଦାସଙ୍କ ଗୋଟିଏ ପରେ ଗୋଟିଏ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ସଂଗଠନର ମୁଖ୍ୟ ମାନସ ଦାସଙ୍କୁ କିପରି ବିଜେଡିର ପ୍ରଭାବଶାଳୀ ନେତାମାନେ ମୁଣ୍ତିଆ ମାରୁଛନ୍ତି । ତାହା ପ୍ରମାଣ କରୁଛି ମାନସ ଦାସଙ୍କ ଦବଦବା କେତେ ରହିଛି ଶାସନ କଳରେ । କେବଳ ଜଣେ ନେତା ନୁହଁନ୍ତ ଅନ୍ୟ ଜଣେ ନେତା ମଧ୍ୟ ଗୋଟିଏ ମଞ୍ଚରେ ସାଙ୍ଗରେ ବସିଛନ୍ତି । ଯାହା ଏକ ଭିଡିଓରେ ମଧ୍ୟ ଦେଖିବାକୁ ମିଳିଛି ।

ବିଜେଡିରେ ୨୦୧୯ରେ ବିଜେଡିରେ ସାମିଲ ହୋଇଥିଲେ ମାନସ ଦାସ । ତାଙ୍କ ପ୍ରରୋଚନାରେ ମାନବବାଦ ସଙ୍ଗଠନର କର୍ମୀମାନେ କଡବ ଗାଁର ମାଗୁଣି ନାୟକ ଏବଂ ତାଙ୍କ ପୁଅଙ୍କୁ ମାଡ ମାରିଥିଲେ । ଯାହାର ଭିଡ଼ିଓ ଭାଇରଲ ହେବା ପରେ ଚର୍ଚ୍ଚାକୁ ଆସିଛନ୍ତି ସଂଗଠନର ମୁଖ୍ୟ ମାନସ ଦାସ । ବିଜେଡିର ପ୍ରଭାବଶାଳୀ ନେତା ହୋଇଥିବାରୁ ପୋଲିସ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.