ETV Bharat / state

ବୋତଲ ଭିତରେ ସଚେତନତାର ବାର୍ତ୍ତା ଦେଲେ ଶିଳ୍ପୀ - caution inside the bottle for corona

ମହାମାରୀ କୋରୋନା ଠାରୁ ରକ୍ଷା ପାଇବା ପାଇଁ କୌଣସି ପ୍ରତିଷେଧକ ବାହାରି ନଥିବା ବେଳେ ସଚେତନତା ହିଁ ଏହି ରୋଗରୁ ରକ୍ଷା ପାଇବା ପାଇଁ ଏକ ବଡ଼ ଉପଚାର । ତେବେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ଶିଳ୍ପୀ ଏଲ ଈଶ୍ୱର ରାଓ କାଚ ବୋତଲ ଭିତରେ ନିଆରା କଳାକୃତି କରି ବାଣ୍ଟିଛନ୍ତି ସଚେନତନା ବାର୍ତ୍ତା । ଅଧିକ ପଢନ୍ତୁ...

The artist delivered a message of caution inside the bottle for corona
ବୋତଲ ଭିତରେ ସଚେତନତାର ବାର୍ତ୍ତା ଦେଲେ ଶିଳ୍ପୀ
author img

By

Published : Apr 6, 2020, 11:47 AM IST

ଖୋର୍ଦ୍ଧା: ଚୀନରୁ ସୃଷ୍ଟି ହୋଇଥିବା କୋରୋନା ଭାଇରସ୍‌ ଏବେ ସାରା ବିଶ୍ବରେ ତାଣ୍ଡବ ରଚାଇଛି । ପ୍ରତିଦିନ ଏହି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିନ୍ତାରେ ବିଶ୍ବବାସୀ । ଏପର୍ଯ୍ୟନ୍ତ ଏହି ମହାମାରୀ ଠାରୁ ରକ୍ଷା ପାଇବା ପାଇଁ କୌଣସି ପ୍ରତିଷେଧକ ବାହାରି ନଥିବା ବେଳେ ସଚେତନତା ହିଁ ଏହି ରୋଗରୁ ରକ୍ଷା ପାଇବା ପାଇଁ ଏକ ବଡ଼ ଉପଚାର । ସେଥିପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଘରେ ରହିବାକୁ ନିବେଦନ କରିଛନ୍ତି ।

ବୋତଲ ଭିତରେ ସଚେତନତାର ବାର୍ତ୍ତା ଦେଲେ ଶିଳ୍ପୀ

ଲୋକଙ୍କୁ ସଚେତନ କରିବା ପାଇଁ ସମସ୍ତେ ଭିନ୍ନ ଭିନ୍ନ ଉପାୟ ଆପଣାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ଶିଳ୍ପୀ ଏଲ ଈଶ୍ୱର ରାଓ କାଚ ବୋତଲ ଭିତରେ ନିଆରା କଳାକୃତି କରି ଲୋକଙ୍କୁ ଘରେ ରହିବାକୁ ନିବେଦନ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.