ETV Bharat / state

ଦିଗହରା ସ୍ୱଚ୍ଛ ଭାରତ ମିଶନ - khordha

ଖୋର୍ଦ୍ଧାରେ ସ୍ବଚ୍ଛ ଭାରତ ପାଇଁ ସରକାର ଦେଇଥିବା ବାର ହଜାର ଟଙ୍କାରେ ନିର୍ମାଣ ହୋଇଥିବା ପାଇଖାନା ଶୌଚ କାମରେ ନଲାଗି ଏବେ ପାଲଟିଛି ଅଳିଆ ଗଦା ଓ କାଠ ଘର ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jun 28, 2019, 8:55 PM IST

ଖୋର୍ଦ୍ଧା : ସ୍ୱଚ୍ଛ ଭାରତ ଯୋଜନାରେ ଘରେ ଘରେ ପାଇଖାନା ଯୋଗାଇଦେବା ସହିତ ଗାଁଗୁଡିକୁ ବାହ୍ୟ ମଳମୁକ୍ତ ଅଞ୍ଚଳ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ଖୋର୍ଦ୍ଧାରେ କିନ୍ତୁ ସ୍ବଚ୍ଛ ଭାରତ ଦିଗହାରା ପରି ମନେ ହେଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

କେଉଁଠାରେ ସିଧାସଳଖ ହିତାଧିକାରୀଙ୍କୁ ଟଙ୍କା ଦେଇ ଶୌଚାଳୟ ନିର୍ମାଣ କରାଯାଉଛି ତ ଆଉ କେଉଁଠି ବେସରକାରୀ ସଂସ୍ଥା ଦ୍ୱାରା ନିର୍ମାଣ କରାଯାଉଛି ଶୌଚାଳୟ । ମାତ୍ର ଏହି ଶୌଚାଳୟକୁ କେତେଦୂର ହିତାଧିକାରୀ ଉପଯୋଗ ତାହା ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହେବନି । ସରକାର ଦେଇଥିବା ବାର ହଜାର ଟଙ୍କାରେ ପାଇଖାନା ନିର୍ମାଣ ହୋଇଛି କିନ୍ତୁ ଶୌଚ କାମରେ ନଲାଗି ଏବେ ପାଲଟିଛି ଅଳିଆ ଗଦା ଓ କାଠ ଘର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ମୁକୁନ୍ଦପୁର ଗ୍ରାମରେ ।

ଏହି ପ୍ରସଙ୍ଗରେ ବୋଲଗଡ଼ ବ୍ଲକ ଅଧ୍ୟକ୍ଷଙ୍କୁ ପଚାରିବାରୁ ସବୁ ଦୋଷ ହିତାଦିକାରୀଙ୍କର ବୋଲି ସଫେଇ ଦେବା ସହ ସଚେତନତାର ଅଭାବପାଇଁ ଏଭଳି ସ୍ଥିତି ହୋଇଥିବା କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ

Intro:ରାଉରକେଲା-ସୁଦରଗଡ ଜିଲ୍ଲା ରେ ରାଉରକେଲା ଇସ୍ପାତ କାରଖାନା ତଥା ମନ୍ଦିରା ଡ୍ୟାମ ରୁ ଯେଉଁମାନେ ବିସ୍ଥାପିତ ହୋଇଥିଲେ 60 ବର୍ଷ ତଳେ ସରକାର ତାଙ୍କୁ ଆଣି ଜଙ୍ଗଲ ରେ ତଥା ପାହାଡ଼ ରେ ଫିଙ୍ଗି ଦେଇ ଥିଲେ। ଆଜି ଏହା ସ୍ପଷ୍ଟ ହୋଇଛି। ଏହା ସାମ୍ନା କୁ ସେହି ସମୟ ରେ ଆସିଛି ଯେତେ ବେଳେ ଅନୁସୂଚିତ ଜଂଜାତୀୟ ଆୟୋଗ ର ଉପାଧ୍ୟକ୍ଷା ଅନୁସୁଇଆ ଉଇକେ ତାଙ୍କ ଟିମ ସହିତ ରାଜଗାଙ୍ଗପୁର ର ହାଥିଧରସା ପହଂଚି ଥିଲେ ତଥା ସାଙ୍ଗ ରେ ଥିଲେ ଜିଲ୍ଲାପାଳ ରଶ୍ମିତା ପଣ୍ଡା ତଥା ତାଙ୍କ ଟିମ। ସମସ୍ତେ ସେହି ଗାଁ କୁ ପହଂଚି ଥିଲେ ତଥା ଲୋକ ମାନେ ଯାହା କହିଥିଲେ ତାହା ସଭ୍ୟ ସମାଜ ପାଇଁ ଲଜ୍ଜା ର ବିଷୟ।

Body:ଗ୍ରାମବାସୀ ମାନେ ସ୍ପଷ୍ଟ କହିଥିଲେ କି ତାଙ୍କୁ ପାହାଡ଼ ତଥା ଜଙ୍ଗଲ ରେ ଜମି ଦିଆଯାଇଥିବା ସୂଚନା ଦିଏ ଯାଇ ଥିଲା କିନ୍ତୁ ପ୍ରଶାସନ ତାଙ୍କୁ ତାଙ୍କ ଜମି ଦେଖାଇ ଦେଉ। 312 ବିସ୍ଥାପିତ ମାନଙ୍କୁ ଜମି ଦିଆ ଯାଇ ଥିଲା କିନ୍ତୁ ଜମି ନାହିଁ। ଆୟୋଗ ଲୋକଙ୍କ କଥା ସୁଣି ଆଶ୍ଚର୍ଯ୍ୟ ରେ ପଡି ଯାଇ ଥିଲା। ଯାହା ଜମି ଉପରେ ସ୍ମାର୍ଟସିଟି ତାଙ୍କ ପାଇଁ ପାଣି,ସ୍କୁଲ,ସ୍ୱାସ୍ଥ୍ୟ ସୁବିଧା ସହିତ ଅନ୍ୟ ସୁବିଧା ଅପହଞ୍ଚ ହୋଇଛି। ଆୟୋଗ ପ୍ରଶାସନ କୁ ନିର୍ଦେଶ ଦେଇ ଥିଲା କି ଏମାନେ ମଣିଷ ଭଳି କେମିତି ବଞ୍ଚି ପାରିବେ ତାର ବୈକଳ୍ପିତ ବ୍ୟବସ୍ଥା କର ଯାଉ।

Conclusion:ଆୟୋଗ ଏହାକୁ ଅମାନବୀୟ କହିବା ସହିତ ମଣିଷ ସହିତ ପଶୁ ଭଳି ବ୍ୟବହାର କହିଥିଲା। ବିସ୍ଥାପିତ ମାନଙ୍କୁ ସବୁ ସୁବୁଢ଼ା ଦେବା ପାଇଁ ପ୍ରଶାସନ କୁ କୁହA ଜାଇ ଥିଲା। ଜିଲ୍ଲାପାଳ ରଶ୍ମିତା ପଣ୍ଡା କହିଥିଲେ କି ପରିସ୍ଥିତି ସେ ସୁଧାର ପାଇଁ ପ୍ରୟାସ କରିବା ସହିତ ଏମାନଙ୍କୁ ପଟ୍ଟା ପାଇଁ ବ୍ୟବସ୍ଥା କରାଯିବ।
ବାଇଟ-ଗ୍ରାମବାସୀ।
ବାଇଟ-ଅନୁସୁଇଆ ଉଇକେ,ଉପାଧ୍ୟକ୍ଷା, ଜାତୀୟ ଅନୁସୂଚିତ ଜନଜାତୀୟ ଆୟୋଗ
ବାଇଟ- ରଶ୍ମିତା ପଣ୍ଡା, ଜିଲ୍ଲାପାଳ, ସୁନ୍ଦରଗଡ଼
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.