ETV Bharat / state

Special Train For Navratri: ଯାତ୍ରୀଙ୍କ ପାଇଁ ଖୁସି ଖବର, ନବରାତ୍ରୀ ପାଇଁ ଚାଲିବ ସ୍ପେଶାଲ ଟ୍ରେନ - ନବରାତ୍ରୀ ଉତ୍ସବରେ ଯାତ୍ରୀଙ୍କ ପାଇଁ ସ୍ପେଶାଲ ଟ୍ରେନ

ଯାତ୍ରୀଙ୍କ ଅତିରିକ୍ତ ଭିଡକୁ ଦୃଷ୍ଟିରେ ରଖି ନବରାତ୍ରୀ ସ୍ପେଶାଲ ଟ୍ରେନ । ଝାରସୁଗୁଡା-ଖୋର୍ଦ୍ଧା ରୋଡ଼ - ଝାରସୁଗୁଡା ଏବଂ ବାଙ୍ଗିରିପୋଷି-ଖୋର୍ଦ୍ଧା ରୋଡ୍-ବାଙ୍ଗିରିପୋଷି । ଅଧିକ ପଢନ୍ତୁ

Navratri special train
Navratri special train
author img

By

Published : Mar 24, 2023, 7:55 AM IST

Updated : Mar 24, 2023, 8:01 AM IST

ଭୁବନେଶ୍ବର: ନବରାତ୍ରୀ ଉତ୍ସବରେ ଯାତ୍ରୀଙ୍କ ପାଇଁ ସ୍ପେଶାଲ ଟ୍ରେନ । ଯାତ୍ରୀଙ୍କ ଅତିରିକ୍ତ ଭିଡକୁ ଦୃଷ୍ଟିରେ ରଖି ରେଳମନ୍ତ୍ରଣାଳୟ ପକ୍ଷରୁ ନବରାତ୍ରୀ ସ୍ପେଶାଲ ଟ୍ରେନ ଚଳାଚଳ ପାଇଁ ସ୍ଥିର କରାଯାଇଛି । ତେବେ ଏହି ଟ୍ରେନ ଗୁଡିକ ହେଲା ଝାରସୁଗୁଡା-ଖୋର୍ଦ୍ଧା ରୋଡ, ଝାରସୁଗୁଡା ଏବଂ ବାଙ୍ଗିରିପୋଷି-ଖୋର୍ଦ୍ଧା ରୋଡ-ବାଙ୍ଗିରିପୋଷି ସ୍ଵତନ୍ତ୍ର ଟ୍ରେନ । 08001/08002 ଝାରସୁଗୁଡ଼ା-ଖୋର୍ଦ୍ଧା ରୋଡ୍- ଝାରସୁଗୁଡ଼ା ନବରାତ୍ରୀ ସ୍ପେଶାଲ ।

ଏହି 08001 ଝାରସୁଗୁଡ଼ା-ଖୋର୍ଦ୍ଧା ରୋଡ୍ ସ୍ୱତନ୍ତ୍ର ଟ୍ରେନଟି ଝାରସୁଗୁଡ଼ାରୁ ଆଜି(ଶୁକ୍ରବାର) ସଂଧ୍ୟା 5ଟା 45 ସମୟରେ ବାହାରି 25 ତାରିଖ ଦିନ ସକାଳ 05 ଟା 20 ମିନିଟରେ ଖୋର୍ଦ୍ଧା ରୋଡ଼ ଠାରେ ପହଞ୍ଚିବ । ଫେରିବା ଦିଗରେ 08002 ଖୋର୍ଦ୍ଧା ରୋଡ୍-ଝାରସୁଗୁଡ଼ା ସ୍ୱତନ୍ତ୍ର ଟ୍ରେନ ଖୋର୍ଦ୍ଧା ରୋଡ୍ ଠାରୁ 25 ତାରିଖ ସନ୍ଧ୍ୟା 7ଟା ସମୟରେ ବାହାରି 26 ତାରିଖ ଦିନ ସକାଳ 7ଟା ସମୟରେ ଝାରସୁଗୁଡ଼ାରେ ପହଞ୍ଚିବ ।

ଏହାମଧ୍ୟ ପଢନ୍ତୁ: ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ସମନ୍ୱୟ ବୈଠକ: ଯୋଗ ଦେଲେନି ପୂଜାପଣ୍ଡା, ବ୍ରାହ୍ମଣ ନିଯୋଗ

ତେବେ ଏହି ସ୍ୱତନ୍ତ୍ର ଟ୍ରେନଟି ବାଗଡେହି ଷ୍ଟେସନ ଠାରୁ ଆରମ୍ଭ କରି ବାମରା ଷ୍ଟେସନ, ଗରପୋଷ ଷ୍ଟେସନ, ରାଜଗାଙ୍ଗପୁର ଷ୍ଟେସନ, ରାଉରକେଲା ଷ୍ଟେସନ, ବିଶ୍ରା ଷ୍ଟେସନ, ମନୋହରପୁର ଷ୍ଟେସନ, ଗୋଲକେରା ଷ୍ଟେସନ, ଚକ୍ରଧରପୁର ଷ୍ଟେସନ, ଚାଇବାସା ଷ୍ଟେସନ, ଡଙ୍ଗୋଆପୋସି ଷ୍ଟେସନ, ବଂଶପାଣି ଷ୍ଟେସନ, କେନ୍ଦୁଝରଗଡ଼ ଷ୍ଟେସନ, ହରିଚନ୍ଦନପୁର ଷ୍ଟେସନ, ସୁକିନ୍ଦା ରୋଡ୍ ଷ୍ଟେସନ, ଜଖପୁରା ଷ୍ଟେସନ, କଟକ ଓ ଭୁବନେଶ୍ୱର ଷ୍ଟେସନ ଆଦିରେ ଟ୍ରେନଟି ରହଣୀ କରିବ ।

ଏହା ମଧ୍ୟ ପଢନ୍ତୁ-Power Tariffs Unchanged: ଅପରିବର୍ତ୍ତିତ ରହିବ ବିଜୁଳି ଦର, ଶୀତଳ ଭଣ୍ଡାର ପାଇଁ ମିଳିବ ରିହାତି

ଅନ୍ୟପଟେ 08003/08004 ବାଙ୍ଗିରିପୋଷି-ଖୋର୍ଦ୍ଧା ରୋଡ-ବାଙ୍ଗିରିପୋଷି ନବରାତ୍ରି ସ୍ୱତନ୍ତ୍ର । ଏହି 08003 ବାଙ୍ଗିରିପୋଷି-ଖୋର୍ଦ୍ଧା ରୋଡ୍ ସ୍ୱତନ୍ତ୍ର ଟ୍ରେନଟି ଆଜି(ଶୁକ୍ରବାର) ରାତ୍ରି 9 ଘଣ୍ଟା 30ମିରେ ବାଙ୍ଗିରିପୋଷିରୁ ବାହାରି 25 ତାରିଖ ସକାଳ 4ଟା 35ରେ ଖୋର୍ଦ୍ଧା ରୋଡ୍ ଠାରେ ପହଞ୍ଚିବ । ଫେରିବା ଦିଗରେ, 08004 ଖୋର୍ଦ୍ଧା ରୋଡ୍ - ବାଙ୍ଗିରିପୋଷି ସ୍ୱତନ୍ତ୍ର ଟ୍ରେନ 25 ତାରିଖ ରାତ୍ରି 12ଘ.50ରେ ବାହାରି ତା 26 ତାରିଖ ଦିନ ସକାଳ 07.45ରେ ବାଙ୍ଗିରିପୋଷିରେ ପହଞ୍ଚିବ । ଏହି ସ୍ୱତନ୍ତ୍ର ଟ୍ରେନ୍ ରାଜଲୁକା ଷ୍ଟେସନ, ଭଞ୍ଜପୁର ଷ୍ଟେସନ, ବାରିପଦା ଷ୍ଟେସନ, ବେତନଟୀ ଷ୍ଟେସନ, ରୁପ୍ସା ଷ୍ଟେସନ, ବାଲେଶ୍ୱର ଷ୍ଟେସନ, ସୋର ଷ୍ଟେସନ, ଭଦ୍ରକ ଷ୍ଟେସନ, ଯାଜପୁର ଷ୍ଟେସନ କେନ୍ଦୁଝର ରୋଡ୍ ଷ୍ଟେସନ, କଟକ ଓ ଭୁବନେଶ୍ୱର ଷ୍ଟେସନରେ ରହଣି କରିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 24, 2023, 8:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.