ETV Bharat / state

ପ୍ରବଳ ବିରୋଧ ସତ୍ତ୍ବେ ଦୋକାନ ଘର ଉଚ୍ଛେଦ କଲା ଜିଲ୍ଲା ପ୍ରଶାସନ

author img

By

Published : May 26, 2022, 9:44 AM IST

ଦୋକାନ ଘର ଉଚ୍ଛେଦକୁ ନେଇ ଉତେଜନା । ପ୍ରବଳ ବିରୋଧ ସତ୍ତ୍ବେ ଉଚ୍ଛେଦ କରିଲା ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

ପ୍ରବଳ ବିରୋଧ ସତ୍ତ୍ବେ ଦୋକାନଘର ଉଛେଦ କରିଲା ଜିଲ୍ଲା ପ୍ରଶାସନ

ଖୋର୍ଦ୍ଧା: ଖୋର୍ଦ୍ଧା ତହସିଲ ଗୋଡିପଡା ନିକଟ ଜାତୀୟ ରାଜପଥର ଗୟାବନ୍ଧ ଛକରେ ଥିବା ଦୋକାନ ଘର ଉଚ୍ଛେଦକୁ ନେଇ ଉତେଜନା ପରିସ୍ଥିତି ଉପୁଜିଛି । ଏହାକୁ ନେଇ ଘଟଣାସ୍ଥଳରେ ବ୍ୟବସାୟୀ ଓ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ଜାତୀୟ ରାଜପଥ ପ୍ରଶସ୍ତିକରଣ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ଅନୁକମ୍ପା ରାଶି ପ୍ରଦାନ କରିଥିବା ବେଳେ ଦୋକାନ ଗୃହ ଗୁଡିକୁ ଭାଙ୍ଗିବାକୁ ଦେଉନଥିଲେ ସ୍ଥାନୀୟ ବ୍ୟବସାୟୀ । ଏହାକୁ ଦେଖି ଘଟଣାସ୍ଥଳରେ ଖୋର୍ଦ୍ଧା ଉପଜିଲ୍ଲାପାଳ ୧୪୪ ଧାରା ଜାରି କରି ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ପୋଲିସ ଅଟକ ରଖିବା ପରେ ଦୋକାନ ଘର ଗୁଡିକୁ ଭାଙ୍ଗିଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.