ETV Bharat / state

8,550 ଟଙ୍କାର ଜାଲ ନୋଟ ଜବତ, ଦୁଇ ଗିରଫ

ଖୋର୍ଦ୍ଧା ଅଞ୍ଚଳରେ ଜାଲ ନୋଟ କାରବାର ଅଭିଯୋଗରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ 2 ଜଣଙ୍କୁ ଗିରଫ କରିଛି ।

author img

By

Published : Mar 10, 2020, 2:59 PM IST

Updated : Mar 10, 2020, 5:12 PM IST

khurda
ଜାଲ ନୋଟ କାରବାର, ଦୁଇ ଗିରଫ

ଖୋର୍ଦ୍ଧା: ଜାଲ ନୋଟ କାରବାର ଅଭିଯୋଗରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ 2 ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ କଟକ ଜିଲ୍ଲା ତାଳବସ୍ତ ଗାଁର ବିଜୁ ଦାସ ଏବଂ ଯାଆଁଳା ଫାଣ୍ଡି ଅନ୍ତର୍ଗତ ଓଗାଳପଡାର ବାପୁଜୀ ଚରଣ ସିଂ ଖୋର୍ଦ୍ଧା ଅଞ୍ଚଳରେ ଜାଲ ନୋଟ କାରବାର କରୁଥିବା ଖବର ପୋଲିସ ଜାଣିବାକୁ ପାଇଥିଲା ।

8,550 ଟଙ୍କାର ଜାଲ ନୋଟ ଜବତ, ଦୁଇ ଗିରଫ

ଏହାପରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ 8,550 ଟଙ୍କାର ଶହେ ଏବଂ ପଚାଶ ଟଙ୍କିଆ ଜାଲ ନୋଟ ଜବତ କରିଛି ପୋଲିସ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Mar 10, 2020, 5:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.