ETV Bharat / state

ରାସ୍ତା ପାଇଁ ରାସ୍ତା ଅବରୋଧ - ରାସ୍ତା ପାଇଁ ରାସ୍ତା ଅବରୋଧ

ରାସ୍ତା ପାଇଁ ରାସ୍ତା ଅବରୋଧ କଲା ବଜାର କମିଟି। ବାରମ୍ବାର ଜିଲ୍ଲାପାଳ ଏବଂ ସ୍ଥାନୀୟ ପ୍ରଶାସନକୁ ଅସୁବିଧା ଜଣାଇ ନିରାଶ ହେବାପରେ ଆଜି ବାଧ୍ୟ ହୋଇ ଖୋର୍ଦ୍ଧା-ବଲାଙ୍ଗୀର 57ନଂ ଜାତୀୟ ରାଜପଥକୁ ଅବରୋଧ କରିଛି ବଜାର କମିଟି।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Oct 28, 2019, 7:40 PM IST

ଖୋର୍ଦ୍ଧା: ରାସ୍ତା ପାଇଁ ରାସ୍ତା ଅବରୋଧ କଲା ବଜାର କମିଟି । ଖୋର୍ଦ୍ଧା ବଲାଙ୍ଗୀର 57ନଂ ଜାତୀୟ ରାଜପଥର ପ୍ରଶସ୍ତିକରଣ ପାଇଁ କାର୍ଯ୍ୟ ଭାର ନେଇଥିବା ଠିକା ସଂସ୍ଥାର ଅବହେଳା ଯୋଗୁଁ କଷ୍ଟ ଭୋଗୁଛନ୍ତି ସ୍ଥାନୀୟ ବ୍ୟବସାୟୀ। ଏନେଇ ବାରମ୍ବାର ଜିଲ୍ଲାପାଳ ଏବଂ ସ୍ଥାନୀୟ ପ୍ରଶାସନକୁ ଜଣାଇ ନିରାଶ ହେବାପରେ ଆଜି ବାଧ୍ୟ ହୋଇ ଖୋର୍ଦ୍ଧା ବଲାଙ୍ଗୀର 57ନଂ ଜାତୀୟ ରାଜପଥକୁ ବଜାର କମିଟି ପକ୍ଷରୁ ଅବରୋଧ କରାଯାଇଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା ବଲାଙ୍ଗୀର 57ନଂ ଜାତୀୟ ରାଜପଥର ପ୍ରଶସ୍ତିକରଣ ପାଇଁ ଏଆରଏସଏସ ନାମକ ଠିକା ସଂସ୍ଥାକୁ କାର୍ଯ୍ୟଭାର ଦିଆଯାଇଥିଲା । ଦୀର୍ଘଦିନ ଧରି କାର୍ଯ୍ୟାଦେଶ ପାଇଥିଲେ ମଧ୍ୟ ଏହି ସଂସ୍ଥା କାର୍ଯ୍ୟ ଶେଷ କରିବାର ନାଁ ନେଉନାହିଁ । ତେବେ ସ୍ଥାନୀୟ ନିର୍ବାହୀ ଯନ୍ତ୍ରୀ ଏଥିରେ ଉକ୍ତ ସଂସ୍ଥାକୁ ସାହାଯ୍ୟ କରୁଥିବା ଅଭିଯୋଗ ହୋଇଛି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ରାସ୍ତା ପାଇଁ ରାସ୍ତା ବନ୍ଦ କଲେ ବଜାର କମିଟି

Body:ଖୋର୍ଦ୍ଧା : ଖୋର୍ଦ୍ଧା ବଲାଙ୍ଗୀର 57ନଂ ଜାତୀୟ ରାଜପଥର ପ୍ରଶାସ୍ତିକରଣ ପାଇଁ କାର୍ଯ୍ୟ ଭାର ନେଇଥିବା ଠିକା ସଂସ୍ଥା ନିଜର କାମ ଠିକ ଭାବେ ପରିଚାଳନା କରିପାରୁନାହିଁ । ଫଳରେ ତେଜିବାରେ ଲାଗିଛି ଜନ ଅସନ୍ତୋଷ । ଦିର୍ଘଦିନ ଧରି କାର୍ଯ୍ୟାଦେଶ ପାଇଥିଲେବି ଏ ଆର ଏସ ଏସ ନାମକ ଠିକା ସଂସ୍ଥା ସ୍ଥାନୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଧରି କାମ ସାରିବାର ନାଁ ନେଉନି । ଉଭୟ ସଂସ୍ଥା ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ପାଇଁ କଷ୍ଟ ଭୋଗୁଛନ୍ତି ସ୍ଥାନୀୟ ବ୍ୟବସାୟୀ । ବାରମ୍ବାର ଜିଲାପାଳ ଏବଂ ସ୍ଥାନୀୟ ପ୍ରଶାସନକୁ ଜଣାଇ ନିରାଶ ହେବାପରେ ଆଜି ବାଧ୍ୟ ହୋଇ ଖୋର୍ଦ୍ଧା ବଲାଙ୍ଗୀର 57ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଏହି କାର୍ଯ୍ୟ ହୋଇଥିବା ବେଗୁନିଆ ବଜାର କମିଟି ସଭାପତି ଜଣାଇଛନ୍ତି ।

Conclusion:ବାଇଟ- ଶିବ ମୁନି,ବେଗୁନିଆ ବଜାର କମିଟି ସଭାପତି

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.