ETV Bharat / state

ଭାଇ ହାତରେ ରାକ୍ଷୀ ବାନ୍ଧି ଦୀର୍ଘାୟୁ କାମନା କଲା ଭଉଣୀ

ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରତିଟି ଘରେ ଘରେ ରକ୍ଷାବନ୍ଧନ ପର୍ବକୁ ପାଳନ କରାଯାଇଛି । ଅଧିକ ପଢନ୍ତୁ...

ଭାଇ ହାତରେ ରାକ୍ଷୀ ବାନ୍ଧି ଦିର୍ଘୟୁ କାମନା କଲା ଭଉଣୀ

author img

By

Published : Aug 22, 2021, 2:04 PM IST

ଖୋର୍ଦ୍ଧା: ଆଜି ପବିତ୍ର ରକ୍ଷା ବନ୍ଧନ । ଭାଇ ଭଉଣୀଙ୍କ ଅତୁଟ ସମ୍ପର୍କର ସାକ୍ଷୀ ରାକ୍ଷୀ । ଏନେଇ ଆଜି ପ୍ରତିଟି ଓଡିଆ ଘରେ ଭଉଣୀ ବାନ୍ଧୁଛି ଭାଇ ହାତରେ ରାକ୍ଷୀ । ଏଥିପାଇଁ ପୁରଠୁ ପଲ୍ଲୀ ସବୁଠି ଉତ୍ସବ ମୁଖର ପରିବେଶ । ସେହିଭଳି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରତିଟି ଘରେ ଘରେ ରକ୍ଷା ବନ୍ଧନ ପର୍ବକୁ ପାଳନ କରାଯାଇଛି । ଭଉଣୀଟିଏ ଭାଇ ହାତରେ ରାକ୍ଷୀ ତାର ଉନ୍ନତି ଓ ଦୀର୍ଘାୟୁ କାମନା କରିଛି । ଏଥି ସହ ଭାଇଟିଏ ଜୀବନର ପ୍ରତିଟି ମୁହୁର୍ତ୍ତରେ ଭଉଣୀର ପାଖେ ତାର ରକ୍ଷା କବଚ ହୋଇ ରହିବ ବୋଲି କଥା ଦେଇଛି ।

ଭାଇ ହାତରେ ରାକ୍ଷୀ ବାନ୍ଧି ଦିର୍ଘୟୁ କାମନା କଲା ଭଉଣୀ

ସେହ୍ନ ଓ ଆନ୍ତରିକତା ଭାବର ଏକ ସାକ୍ଷୀ ହେଉଛି ରକ୍ଷା ବନ୍ଧନ । ସେହିପରି ଆଜିର ଦିନରେ ମହାପ୍ରଭୁ ଜଗନ୍ନାଥ ଏବଂ ବଡ଼ ଭାଇ ବଳଭଦ୍ରଙ୍କ ହାତରେ ମଧ୍ୟ ରାକ୍ଷୀ ବାନ୍ଧିଥାନ୍ତି ଭଉଣୀ ସୁଭଦ୍ରା । ଓଡ଼ିଆ ସଂସ୍କୃତି ପରମ୍ପରାରେ ରକ୍ଷା ବନ୍ଧନର ରହିଛି ସ୍ୱତନ୍ତ୍ର ସ୍ଥାନ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.