ETV Bharat / state

ଚଳନ୍ତା ଟ୍ରେନରୁ ଯୁବତୀଙ୍କୁ ବଞ୍ଚାଇଲେ ଇଞ୍ଜିନିୟର, ଦେଖନ୍ତୁ ଭିଡିଓ - running

ଉପସ୍ଥିତ ବୁଦ୍ଧି ଖଟାଇ ଚଳନ୍ତା ଟ୍ରେନରୁ ଖସି ପଡୁଥିବା ଯୁବତୀଙ୍କୁ କୌଶଳ କ୍ରମେ ଉଦ୍ଧାର କରିଛନ୍ତି ରେଳବାଇର ସିନିୟର ସେକ୍ସନ ଇଂଜିନିୟର ଟି ଆର ବାରିକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 24, 2019, 3:08 PM IST

Updated : May 24, 2019, 3:18 PM IST

ଭୁବନେଶ୍ବର: ସାହସ ଦେଖାଇଲେ ଯୁବକ । ଉପସ୍ଥିତ ବୁଦ୍ଧି ଖଟାଇ ଚଳନ୍ତା ଟ୍ରେନରୁ ଖସି ପଡୁଥିବା ଯୁବତୀଙ୍କୁ କୌଶଳ କ୍ରମେ ଉଦ୍ଧାର କରିଛନ୍ତି ସିନିୟର ସେକ୍ସନ ଇଂଜିନିୟର ଟି ଆର ବାରିକ । ଏହି ଘଟଣା ହେଉଛି କଟକ ରେଳ ଷ୍ଟେସନର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଟିକିଏ ଭଲ କରି ଦେଖନ୍ତୁ ଏହି ଦୃଶ୍ୟ । କଟକ ରେଳ ଷ୍ଟେସନରେ ପୁଡୁଚେରୀ ହବର ଏକ୍ସପ୍ରେସ ଗୁରୁବାର ଅପରାହ୍ନ 4ଟା ବେଳେ ଯାଉଥିବା ବେଳେ ଜଣେ ଯାତ୍ରୀ ଚଳନ୍ତା ଟ୍ରେନରୁ ଓହ୍ଲାଇବାକୁ ଚେଷ୍ଟା କରିଥିଲେ । ଫଳରେ ତାଙ୍କ ଗୋଡ ଖସି ଯିବାରୁ ସେ କିଛି ବାଟ ଘୋସାଡି ହୋଇଯାଇଥିଲେ । ଠିକ ସେତିକି ବେଳେ ଷ୍ଟେସନରେ ଉପସ୍ଥିତ ଥିବା ସିନିୟର ସେକ୍ସନ ଇଞ୍ଜିନିୟର ଟି.ଆର ବାରିକ ଯୁବତୀଙ୍କୁ ବାହାରକୁ ଟାଣିବା ବଦଳରେ ଟ୍ରେନ ଭିତରକୁ ଠେଲିଥିଲେ । ଫଳରେ ତାଙ୍କ ଜୀବନ ବଞ୍ଚିଯାଇଛି । ତାଙ୍କର ଏହି ସାହସିକତା ପାଇଁ ପୂର୍ବତଟ ରେଳପଥର ପରିଚାଳକ ତାଙ୍କୁ ନଗଦ ଅର୍ଥ ରାଶି ପ୍ରଦାନ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:Conclusion:
Last Updated : May 24, 2019, 3:18 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.