ETV Bharat / state

ଗଣମାଧ୍ୟମ ସଂସ୍ଥାର ଜମି ଜବରଦଖଲ ଘଟଣା; ମାପଚୁପ କରି ନାଲି ପତାକା ପୋତିଲା ପ୍ରଶାସନ - ସାରୁଅ ଠାରେ ମାପଚୁପ କରି ନାଲି ପତାକା ପୋତିଲା ପ୍ରଶାସନ

ସାରୁଅ ଠାରେ ଘରୋଇ ଗଣମାଧ୍ୟମ ସଂସ୍ଥାର ବେଆଇନ ଜମି ଜବରଦଖଲ ଘଟଣା । ସ୍ଥାନୀୟ ତହସିଲଦାରଙ୍କ ନେତୃତ୍ବରେ ଷ୍ଟୁଡିଓକୁ ସଂଯୋଗ କରୁଥିବା ରାସ୍ତାଟି ଗୋଚର କିସମ ଜମି ହୋଇଥିବାରୁ ତାହାର ମାପଚୁପ କରି ନାଲି ପତାକା ପୋତିଛି ପ୍ରଶାସନ ।

ଘରୋଇ ଗଣମାଧ୍ୟମ ସଂସ୍ଥାର ଜମି ଜବରଦଖଲ ଘଟଣା;  ମାପଚୁପ କରି ନାଲି ପତାକା ପୋତିଲା ପ୍ରଶାସନ

author img

By

Published : Oct 1, 2020, 3:17 PM IST

ଖୋର୍ଦ୍ଧା: ସାରୁଅ ଠାରେ ଘରୋଇ ଗଣମାଧ୍ୟମ ସଂସ୍ଥାର ବେଆଇନ ଜମି ଜବରଦଖଲ ଘଟଣା । ସ୍ଥାନୀୟ ତହସିଲଦାରଙ୍କ ନେତୃତ୍ବରେ ଷ୍ଟୁଡିଓକୁ ସଂଯୋଗ କରୁଥିବା ରାସ୍ତାଟି ଗୋଚର କିସମ ଜମି ହୋଇଥିବାରୁ ତାହାର ମାପଚୁପ କରି ନାଲି ପତାକା ପୋତିଛି ପ୍ରଶାସନ ।

ଘରୋଇ ଗଣମାଧ୍ୟମ ସଂସ୍ଥାର ଜମି ଜବରଦଖଲ ଘଟଣା; ମାପଚୁପ କରି ନାଲି ପତାକା ପୋତିଲା ପ୍ରଶାସନ

ସେହିପରି ଆଜି ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଘଟଣାସ୍ଥଳ ପରିଦର୍ଶନ କରି ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିଲେ ଜବରଦଖଲକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ଦେଇଛନ୍ତି ।

ସୂଚନା ଥାଉ ଯେ, ଘରୋଇ ଗଣମାଧ୍ୟମ ସଂସ୍ଥା ବିରୋଧରେ ସାରୁଅ, ଗଉଡ଼ପୁଟ, ଜଇମଙ୍ଗଳ ଗ୍ରାମର ଲୋକେ ଖୋର୍ଦ୍ଧା ଜିଲ୍ଲା ସାରୁଅ ଠାରେ ଘରୋଇ ଗଣମାଧ୍ୟମ ସଂସ୍ଥା ବେଆଇନ ଭାବେ ଜମି ଜବରଦଖଲ କରିଥିବା ନେଇ ଅଭିଯୋଗ କରିଥିଲେ । ମଙ୍ଗଳବାର ଦୁଇ ଜଣ ପ୍ରଶାସନିକ ଅଧିକାରୀ ସାରୁଅ ମଳିକ ସାହିରେ ପହଞ୍ଚି ତଦନ୍ତ ଚଳାଇଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.