ETV Bharat / state

ବାଘମାରୀ ଥାନାରେ ହାଜର ହେଲେ ଗଣମାଧ୍ୟମ ସଂସ୍ଥାର କର୍ତ୍ତୃପକ୍ଷ

ସାରୁଅ ଗଣମାଧ୍ୟମ ସଂସ୍ଥାର ଜମି ହଡପ ମାମଲାରେ ବାଘମାରୀ ଥାନାରେ ହାଜର ହେଲେ ଗଣମାଧ୍ୟମ ସଂସ୍ଥାର କର୍ମଚାରୀ । ଅଧିକ ପଢନ୍ତୁ...

author img

By

Published : Oct 10, 2020, 7:32 PM IST

Private media organization Authorities reached at Baghmari police station
ବାଘମାରି ଥାନାରେ ହାଜର ହେଲେ ଘରୋଇ ଗଣମାଧ୍ୟମ ସଂସ୍ଥାର କର୍ତ୍ତୁପକ୍ଷ

ଖୋର୍ଦ୍ଧା: ସାରୁଅ ଗଣମାଧ୍ୟମ ସଂସ୍ଥାର ଜମି ହଡପ ମାମଲାରେ ବାଘମାରୀ ଥାନାରେ ହାଜର ହେଲେ ଗଣମାଧ୍ୟମ ସଂସ୍ଥାର କର୍ମଚାରୀ । ପୂର୍ବରୁ ସଂସ୍ଥା ବିରୋଧରେ ବାଘମାରୀ ଥାନାରେ ରୁଜୁ ହୋଇଥିଲା ୨ଟି ମାମଲା । ଯାହାର ତଦନ୍ତ ଖୋର୍ଦ୍ଧା ଏସପିଙ୍କ ନେତୃତ୍ୱରେ ପାଞ୍ଚ ଜଣିଆ ପୋଲିସ ଟିମ କରୁଛି ।

ଶୁକ୍ରବାର ଏହି ମାମଲାରେ ୭ ଘଣ୍ଟା ଯାଞ୍ଚ ଓ ତଦନ୍ତ କରାଯାଇଥିଲା । ସେହିପରି ଶନିବାର ବାଘମାରୀ ଥାନାରେ ନିଜେ ଏସପି ଗଣମାଧ୍ୟମ ସଂସ୍ଥାର କର୍ମଚାରୀଙ୍କୁ ଦିନ ଏଗାରଟା ସମୟରୁ ପଚରାଉଚରା ଜାରି ରଖିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.