ETV Bharat / state

ଦବଙ୍ଗ ବିଧାୟକକୁ ମିଳିଲା ଜାମିନ

ଜାମିନରେ ଆସିଲେ ଜେଇଙ୍କୁ ବସଉଠ କରିଥିବା ବିଧାୟକ ।

author img

By

Published : Jul 6, 2019, 2:35 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ମିଳିଲା ଜାମିନ୍ । ଭୁବନେଶ୍ୱରର ସ୍ୱତନ୍ତ୍ର କୋର୍ଟରୁ ଆଜି ମିଳିଲା ବେଲ ଅନୁମତି।

ରାସ୍ତା ମଝିରେ କନିଷ୍ଠ ଯନ୍ତ୍ରୀଙ୍କୁ ବସଉଠ କରାଇ ବିବାଦରେ ଥିଲେ ବିଧାୟକ । ପରେ ପାଟଣାଗଡ଼ ପୋଲିସ ସରୋଜଙ୍କୁ ଗିରଫ କରିଥିବାବେଳେ ଆଜି 25 ହଜାର ଟଙ୍କା ଜୋରିମନା ଓ 2 ଜାମିନଦାରଙ୍କ ବଦଳରେ ମିଳିଛି ବେଲ୍ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ମିଳିଲା ବେଲ । ଭୁବନେଶ୍ୱରର ସ୍ୱତନ୍ତ୍ର କୋର୍ଟରୁ ମିଳିଲା ଜାମିନ। ଭିଡିଓ ମାଧ୍ୟମରେ ହୋଇଥିଲା ଶୁଣାଣି। ଜେଇଙ୍କୁ ଉଠବସ ଘଟଣାରେ ହୋଇଥିଲେ ଗିରଫ ହୋଇଥିଲେ ସରୋଜ ମେହେରBody:ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ମିଳିଲା ବେଲ । ଭୁବନେଶ୍ୱରର ସ୍ୱତନ୍ତ୍ର କୋର୍ଟରୁ ମିଳିଲା ଜାମିନ। ଭିଡିଓ ମାଧ୍ୟମରେ ହୋଇଥିଲା ଶୁଣାଣି। ଜେଇଙ୍କୁ ଉଠବସ ଘଟଣାରେ ହୋଇଥିଲେ ଗିରଫ ହୋଇଥିଲେ ସରୋଜ ମେହେରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.