ETV Bharat / state

‘ପାଟକୁରାରେ ଜିତିବେ ବିଜୟ’

ପାଟକୁରାରେ ବିଜୟ ମହାୁପାତ୍ରଙ୍କ ସପକ୍ଷରେ ଜନମତ ସୃଷ୍ଟି ହୋଇଛି । ସେଠାକାର ଜନସାଧାରଣ ଚାହୁଁଛନ୍ତି ବିଜୟଙ୍କୁ ବିଧାନସଭାକୁ ପଠାଇବା ପାଇଁ । ତେଣୁ ପାଟକୁରାରେ ସୁନିଶ୍ଚିତ ବିଜେପି ବିଜୟଲାଭ କରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 6, 2019, 4:12 PM IST

ଭୁବନେଶ୍ବର: ଆସନ୍ତା 20 ତାରିଖରେ ପାଟକୁରାରେ ହେବାକୁ ଯାଉଛି ନିର୍ବାଚନ । ବିଜେଡ଼ି ପାଟକୁରା ରଣନୀତି ଆରମ୍ଭ କରିଦେଇଥିବା ବେଳେ ବିଜେପି ମଧ୍ୟ ନିଜର ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପାଟକୁରାରେ ବିଜେପି ହିଁ ସୁନିଶ୍ଚିତ ଜିତିବ । କାରଣ ବିଜୟ ମହାପାତ୍ରଙ୍କ ସପକ୍ଷରେ ସେଠାରେ ଜନମତ ସୃଷ୍ଟି ହୋଇଛି । ଜନସାଧାରଣ ଚାହୁଁଛନ୍ତି ବହୁଦିନ ଧରି ବିଧାୟକ ପଦରୁ ଦୂରେଇ ରହିଥିବା ବିଜୟଙ୍କୁ ଏଥର ବିଧାନସଭାକୁ ପଠାଇବେ ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ଧର୍ମେନ୍ଦ୍ର ପୁଣି କହିଛନ୍ତି, ଦଳ ସମସ୍ତ ପ୍ରକାର ରଣନୀତି ଆରମ୍ଭ କରିଛି । ଯାହା ଆବଶ୍ଯକ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ପାଟକୁରାରେ ଆରମ୍ଭ କରାଯିବ । ଲୋକସଭା କ୍ଷେତ୍ର ପାଇଁ ଦଳକୁ ପାଟକୁରାରେ ସର୍ବାଧିକ ଭୋଟ ମିଳିଥିଲା ତେଣୁ ସେଠାରେ ବିଜେପିର ବିଜୟ ସମ୍ଭବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.