ETV Bharat / state

Pariksha Pe Charcha: ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ

author img

By

Published : Apr 1, 2022, 6:12 PM IST

ଦଶମ ଶ୍ରେଣୀ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

Pariksha Pe Charcha: ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ
Pariksha Pe Charcha: ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ

ଖୋର୍ଦ୍ଧା: କୋରୋନା ପାଇଁ ଦୁଇବର୍ଷ ଧରି ପିଲାଙ୍କ ପାଠପଢା ଏକ ପ୍ରକାର ଦୋହଲି ଯାଇଥିଲା । ଏବେ ଏହି ମହାମାରୀର ପ୍ରକୋପ କମିବା ପରେ ପୁଣିଥରେ ଚଳଚଞ୍ଚଳ ହୋଇ ଉଠିଛି ବିଦ୍ୟାଳୟ । ସେହିପରି ଆଗକୁ ଦଶମ ପରୀକ୍ଷା ଆସୁଥିବାରୁ କିଭଳି ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ପଦର୍ଶନ କରିବେ ତାକୁ ନେଇ ଚର୍ଚ୍ଚା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଦିଲ୍ଲୀରୁ ସିଧାସଳଖ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଦେଶର କୋଣ ଅନୁକୋଣରେ ଥିବା ଛାତ୍ରଛାତ୍ରୀଙ୍କ ସହ ଯୋଡି ହୋଇଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଖୋର୍ଦ୍ଧା ଗୁରୁଜଙ୍ଗ ଠାରେ ଥିବା ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ସମ୍ବନ୍ଧିତ ବାର୍ତ୍ତାକୁ ଶୁଣିବା ସହ କାମରେ ଲଗାଇବା ପାଇଁ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.